Odisha Link
Bridging the Missing Links in Odisha
Browsing Tag

looting

ଇଟା ଧରାଇ ଲୁଟି ନେଲେ ସୁନା

କଟକ: ଜଣେ ବାଇକ ଚାଳକଙ୍କଠୁ ଦେଢ଼ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଲୁଟେରା। ଏହି ଘଟଣାଟି ଆଜି ବାଦାମବାଡ଼ି ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ତ ନିକଟରେ ଘଟିଛି। ଲୁଟେରା ମାନେ ହିନ୍ଦୀରେ କଥା ହେଉଥିଲେ। ନିଜକୁ ସେମାନେ ଇଡିର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସୂଚନା ଅନୁଯାୟୀ, ଶଙ୍କରପୁରର ଶିବ ଖୁଣ୍ଟିଆ…

ମହିଳାଙ୍କ ବେକରୁ ଚେନ ଝାମ୍ପି ନେଲା…

ଭୁବନେଶ୍ୱର: ବାଇକରେ ଗଲା ସମୟରେ ବେକରୁ ସୁନା ଚେନ ଲୁଟି ନେଲେ ଲୁଟେରା । ଘଟଣାଟି ରାଜଧାନୀ ଭୁବନେଶ୍ବରରେ ଘଟିଛି। ତେବେ ଦିନକୁ ଦିନ ଲୁଟେରାଙ୍କ ଗୁଣ୍ଡାରାଜ ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସମୟରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଏଭଳି ଛିନତାଇ ଘଟଣା କମିଶନରେଟ୍ ପୁଲିସ୍‌ ପ୍ରତି…

୩୫ଲକ୍ଷ ଟଙ୍କା ଲୁଟି ନେଲେ ୬ ଦୁର୍ବୃତ୍ତ

କୁଚିଣ୍ଡା: ମାରଣାସ୍ତ୍ର ଦେଖାଇ ୬ ଦୁର୍ବୃତ୍ତ ଲୁଟି ନେଲେ ୩୫ଲକ୍ଷ ଟଙ୍କା। ୨ଜଣ ବ୍ୟାଙ୍କ ଅଧିକାରୀ ଟଙ୍କା ଜମା ରଖିବାକୁ ନିଜ ଗାଡ଼ିରେ ଯିବା ସମୟରେ ଏହି ଅଘଟଣଟି ଘଟିଥିଲା । ସୂଚନା ଅନୁଯାୟୀ ଆଜି ଅପରାହ୍ମ ପ୍ରାୟ ସାଢେ ୪ଟାରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଲଇମୁରା ଆନ୍ଧ୍ର ବ୍ୟାଙ୍କର ଶାଖା…

ଭୁଜାଲିରେ ହାଣି ନଗଦ ଟଙ୍କା ସହ ସୁନାଗହଣା…

କେନ୍ଦ୍ରାପଡା : କେନ୍ଦ୍ରାପଡାର ମାର୍ଶାଘାଇ ଥାନା କୁସୁନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ୨ଟି ଘରୁ ଟଙ୍କା ଓ ସୁନାଗହଣା ଲୁଟ୍ କରିଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁ ଚରଣଙ୍କ ଘରର ଗ୍ରୀଲ ତାଲା ଭାଙ୍ଗି ପଶି ଥିଲେ ୬ ଜଣ ଚୋର । ଚୋରି କରିବା ସମୟରେ ପରିବାର ଲୋକ…