Odisha Link
Bridging the Missing Links in Odisha
Browsing Tag

Love Story

ଶେଷ ହୋଇ ଗଲାକି ଆଲିଆ ଓ ରଣବୀରଙ୍କ ପ୍ରେମ…

ମୁମ୍ବାଇ : ବଲିଉଡର ଚୁଲ ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଅଭିନୟର ଯାଦୁରେ ଅନେକଙ୍କ ମନ କିଣି ନେଇଛନ୍ତି । ସେ ୧୯୯୩ ମସିହା ମାର୍ଚ୍ଚ୧୫ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ତିନି ଦିନ ତଳେ ତାଙ୍କର ଜନ୍ମ ଗଲା । କିନ୍ତୁ ତାଙ୍କର ଜନ୍ମ ଦିନରେ ରଣବୀର କପୁର ଆସିନଥିଲେ କି ସୋସିଆଲ ମିଡିଆରେ ମଧ୍ୟ…

ବବିଙ୍କର ରୋମାଞ୍ଚକ ପ୍ରେମ ସମ୍ପର୍କ…

ମୁମ୍ବାଇ : ବଲିଉଡ ଷ୍ଟାର ବବି ଦେୱାଲ ଆଜି ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୬୯ ମସିହା ଜାନୁଆରି ୨୭ତାରିଖ ଦିନ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ବବି ଜଣେ ଶିଶୁ କଳା କାର ଭାବରେ ନିଜ ପିତା ଙ୍କ ସିନେମା 'ଧରମ ବିର' ରେ କାମ କରିଥିଲେ ।  ୧୯୯୫ ରେ ସିନେମା 'ବରସାତ'ଜରିଆରେ ବବି ହିରୋ…

ଥାନାରେ ଲଭ୍‌ ଷ୍ଟୋରୀ

ଭଦ୍ରକ: ପ୍ରଥମେ ପ୍ରେମ ତା ପରେ ସମ୍ପର୍କ ଓ ଶେଷରେ ବିବାହ ପାଇଁ ପ୍ରତ୍ୟାଖାନ। କିଛି ଏଭଳି ଅଭିଯୋଗ ଆଣି ପୁରୁଷ କନେଷ୍ଟବଳଙ୍କ ନାମରେ ଅଭିଯୋଗ ଆଣିଛନ୍ତି ମହିଳା କନେଷ୍ଟବଳ। ମିଳିଥିବା ସୂଚନା ମୁତାବକ ଥାନାରେ ଡ୍ୟୁଟି କରୁକରୁ ୬ ବର୍ଷ ତଳେ ମହିଳା କନେଷ୍ଟବଳ ଓ ପୁରୁଷ କନେଷ୍ଟବଳ ଜଗତପତି ହାଁସଦାଙ୍କ…