Odisha Link
Bridging the Missing Links in Odisha
Browsing Tag

Maha Shiv Ratri

ଜାଗର ପାଇଁ ସଜେଇ ହେଇଛି ଲିଙ୍ଗରାଜ

ଭୁବନେଶ୍ବର: ରାତି ପାଇଲେ ପବିତ୍ର ମହାଶିବରାତ୍ରି। ମହାଶିବରାତ୍ରି ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବାବେଳେ କରୋନା କଟକଣା ମଧ୍ୟରେ ପାଳନ ହେବ ଜାଗର। ବହୁ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମଳିଛି ଅନୁମତି। କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ…

ଆସନ୍ତାକାଲି ଧବଳେଶ୍ୱର ପୀଠରେ ୧୪୪ ଧାରା…

ଆଠଗଡ଼: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ବାବା ଧବଳେଶ୍ୱର ପୀଠରେ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ କାଲି ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି…

ଲିଙ୍ଗରାଜରେ ଜାଗର ପ୍ରସ୍ତୁତି, କାଲିଠୁ…

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ମହାପ୍ରଭୁଙ୍କର ଜାଗର ଯାତ୍ରା। ଜାଗର ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜାଗର ଯାତ୍ରାରେ ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ…

ପାହାଡ଼ରୁ ପଥର ଖସି ୧୫ ଆହତ

ରାଉରକେଲା: ଶିବରାତ୍ରୀ ଅବସରରେ ବଡ଼ ଅଘଟଣ ଘଟିଛି। ପାହାଡ଼ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସି ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସିବାରୁ ଏହି ଅଘଟଣ ଘଟିଛି। ଶ୍ରଦ୍ଧାଳୁମାନେ ଯା’ ଆସ କଲା ବେଳେ ପହାଡ଼ରୁ ହଠାତ ପଥର ଖସିପଡ଼ିଥିଲା।…

କାଲି ଶିବରାତ୍ରି ଚଳ ଚଂଚଳ ଶୈବପୀଠ

ଭୁବନେଶ୍ବର: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ପାଇଁ ରାଜ୍ୟରେ ଥିବା ସମସ୍ତ ଶୈବ ପୀଠଗୁଡିକ ଚଳ ଚଂଚଳ। ଜାଗର ପାଇଁ ବିଶେଷ କରି ଶ୍ରୀ ଲିଙ୍ଗରାଜ, ଶ୍ରୀ ଲୋକନାଥ, ଶ୍ରୀ ଆଖଣ୍ଡଳମଣି, ଗୁପ୍ତେଶ୍ୱର, ହରିଶଙ୍କର, ଚନ୍ଦନେଶ୍ୱର, ଧବଳେଶ୍ୱର, କପିଳେଶ୍ୱର, କପିଳାସ, ଐଶାନେଶ୍ୱର, ଓଁକାରେଶ୍ୱର,…