Odisha Link
Bridging the Missing Links in Odisha
Browsing Tag

Matric Exam

ମାଟ୍ରିକ ପରୀକ୍ଷା: ପ୍ରତି ବିଷୟ ପାଇଁ ୮୦…

ଭୁବନେଶ୍ବର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ। ପ୍ରତି ବଷିୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା। ୫୦ ମାର୍କର ଓଏମଆର ଅବେଜକ୍ଟିଭ,୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ। କିନ୍ତୁ ରେଜଲ୍ଟ…

ମେ ୩ରୁ ମାଟ୍ରିକ ଓ ୧୫ରୁ ଯୁକ୍ତ ୨…

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଅଷ୍ଟମରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ। ମେ’ ୩ରୁ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ…

ଅଫଲାଇନରେ ହେବ ମାଟ୍ରିକ୍‌ ଓ +୨…

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ପରୀକ୍ଷାରେ ବାଧା ସୃଷ୍ଟି ହେଉଛି। ପାଠ ପଢା ଅନଲାଇନରେ ହେଉଛି। ତେବେ ଏନେଇ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନରେ ହେବ କି ଅଫଲାଇନରେ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ଆଶଙ୍କାକୁ ଦୂର…

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ,…

କଟକ: ଆଜିଠାରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ମାଟ୍ରିକ୍ ମୂଲ୍ୟାୟନ ବ୍ୟବସ୍ଥା ଗତକାଲିଠାରୁ ଆରମ୍ଭ ହୋଇଛି। ଏଥିସହ ଗତକାଲି କେବଳ ପରୀକ୍ଷକମାନଙ୍କର ଉପସ୍ଥାନ ନିଆଯାଇଛି। ଅନୁପସ୍ଥିତ ଥିବା…

ମାଟ୍ରିକ୍‌ ପରୀକ୍ଷା: ପୁଣିଥରେ ଧରା…

ନୟାଗଡ଼: ପୁଣିଥରେ ମାଟ୍ରିକ୍‌ ପରୀକ୍ଷାରେ ଧରା ପଡ଼ିଲେ ନକଲି ପରୀକ୍ଷାର୍ଥୀ। ଆଜି ୨ଜଣ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅଟକ ରଖିଥିବା ଖବର ମିଳିଛି। ବୁଧବାର ମାଟ୍ରିକ ପରୀକ୍ଷାର ତୃତୀୟ ଦିନ ଥିଲା। ନୟାଗଡ଼ ଜିଲ୍ଲା କୁଳାସର ଜନତା ଉଚ୍ଚ ବିଦ୍ୟାଳୟକୁ ଗଣିତ ପରୀକ୍ଷା…

ଢେଙ୍କାନାଳରେ କପି ରୋକିବାକୁ ୧୪୪ ଧାରା…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜାରି ହୋଇଛି ୧୪୪ ଧାରା। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଖବର ସାମ୍ନାକୁ ଆସିବା ପରେ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ…

କପି କରି ଧରାପଡିଲେ ୯ ଛାତ୍ରଛାତ୍ରୀ

ସୁନ୍ଦରଗଡ: ମାଟ୍ରିକ ପରୀଷାରେ କପି କରି ଧରା ପଡିଲେ ୯ ଜଣ ଛାତ୍ରଛାତ୍ରୀ। ଆଜି ମାଟ୍ରିକର ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ କପି କରି ଧରାପଡିଛନ୍ତି ୯ ଜଣ ଛାତ୍ରଛାତ୍ରୀ। ୩ ଗୋଟି ପରୀଷା କେନ୍ଦ୍ରରେ କପି କରୁଥିବା ଛାତ୍ରଛାତ୍ରୀଙ୍କୁ ଧରିଛି ସ୍ବ୍କାର୍ଡ। ସୂଚନାଯୋଗ୍ୟ, ପୂର୍ବରୁ ମାଟ୍ରିକ ଓଡିଆ ଭାଷା…

ଆଜି ମାଟ୍ରିକ ଇଂରାଜୀ ପରୀକ୍ଷା

ଭୁବନେଶ୍ବର: ଆଜି ମାଟ୍ରିକର ଇଂରାଜୀ ପରୀକ୍ଷା। ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷାରେ କପି କରି ୪୪ ଜଣ ପରୀକ୍ଷାର୍ଥୀ…

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ

ବାଲେଶ୍ବର: ଆଜି ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ଦେଖିବାକୁ ମିଳିଛି ନକଲି ପରୀକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ରରୁ ଧରା ପଡିଛି ନକଲି ପରୀକ୍ଷାର୍ଥୀ। ବସ୍ତା ବ୍ଲକ ପାଉଁଶକୁଲି ଆର.ଏନ୍. ହାଇସ୍କୁଲ୍‌ରେ ଧରା ପଡିଛନ୍ତି ନକଲି ପରୀକ୍ଷାର୍ଥୀ। ଡି.ଇ.ଓ ସ୍କ୍ବାର୍ଡ ଦ୍ବାରା…

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର: ଆଜିଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ପୂର୍ବ ପ୍ରସ୍ତୁତି ମୁତାବକ, ଆଜି ନିର୍ଦ୍ଧାରିତ ସମୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଅଭିମୁଖେ ନିଆଯାଇଥିଲା। କେନ୍ଦ୍ରରେ ପ୍ରଶ୍ନପତ୍ର…