Odisha Link
Bridging the Missing Links in Odisha
Browsing Tag

minor girl

ପ୍ରାଣ ହରାଇବା ପୂର୍ବରୁ ପୋଷ୍ଟ କରିଥିଲେ…

ଭୁବନେଶ୍ୱର: ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଥର ପାଇଁ ‘ବାଏ ବାଏ ପିପୁଲ୍’ ପୋଷ୍ଟ କରି ଗତକାଲି ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ନାବାଳିକାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ସସ୍‌ପେନ୍ସ ବଢ଼ୁଛି। ପରିବାର ଲୋକେ କିନ୍ତୁ ଏ…

ଫେରିଗଲା ବର ଅଧାରେ ରହିଲା ବାହାଘର

ସୋର: ବାହାଘର ପାଇଁ ବାଜା, ରୋଷଣି ଧରି ଗାଁ ଦାଣ୍ଡ ଦୁଲୁକାଇ ବରଯାତ୍ରୀ ଆସୁଥିଲା। କିଛି ସମୟ ପରେ ମନ୍ତ୍ର ଧ୍ୱନିରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଅଧାରେ ରହିଗଲା ବାହାଘର। ଅଧା ପ୍ରୋସେସନ୍‌ରୁ ଫେରିଗଲେ ବର ଓ ବରଯାତ୍ରୀ। କନ୍ୟା ନାବାଳିକା ଥିବାରୁ ଏହି ବିବାହ ଅଧାରୁ ବନ୍ଦ କରାଯାଇଛି। ଏଭଳି ଘଟଣା…

ସାବତ ଝିଅକୁ ଦୁଷ୍କର୍ମ ଘଟଣାରେ ୨୦ ବର୍ଷ…

ରାଏପୁର: ନାବାଳିକା ସାବତ ଝିଅ ସହ ଦୁଷ୍କର୍ମ ମାମଲାରେ ରାଏପୁରର ଏକ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତ ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପୀଡିତାର ମା ମଧ୍ୟ ଏହି ଘଟଣାକୁ ପ୍ରଶ୍ରୟ ଦେଉଥିବାରୁ ମାକୁ ମଧ୍ୟ କୋର୍ଟ ଦ୍ୱାରା ଦଣ୍ଡିତ କରାଯାଇଛି। ଫାଷ୍ଟ ଟ୍ରକ କୋର୍ଟର…

ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨…

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡ଼ା ପଞ୍ଚାୟତ ଭାବପୁର ଗ୍ରାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗତକାଲି ରାତିରେ ପୀଡ଼ିତା ନିଜେ ହରଭଙ୍ଗା ଥାନାରେ ଗଣଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିଛନ୍ତିା ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସବୁଦିନ ପରି ସେ ଗତ ରବିବାର ଦିନ ସକାଳେ…

ନିଖୋଜ ଛାତ୍ରୀ ଉଦ୍ଧାର

ଭଂଜନଗର : ପିପିଲିର ଏକ ସ୍କୁଲରୁ ଜଣେ ୮ମ ଶ୍ରେଣି ଛାତ୍ରୀ ନିଖୋଜ ଥିଲେ । ସେ ୨ମାସ ତଳୁ ସ୍କୁଲରୁ ସେ ନକୋଜ ଥିଲେ । ଶିକ୍ଷୟିତ୍ରୀ ଛାତ୍ରୀ ଜଣଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଟୁଇଟ କରି ଜଣାଇଥିଲେ । ତାପରେ ଛାତ୍ରୀ ଜଣଙ୍କ ବିବାହ କରି ତାଙ୍କ ଶାଶୁଘରେ ଥିବା ସମୟରେ ପ୍ରଶାସନ ଉଦ୍ଧାର କଲା । ବଡ଼ଗଡ଼…

ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଆଜି ସକାଳେ କଟକ ସ୍ଥିତ ଯୋବ୍ରା ବ୍ୟାରେଜ୍‌ରୁ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ । ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି। ସୂଚନାଏନୁସାରେ ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ସେ କଟକର ଶିଖରପୁରରେ ରହୁଥିଲେ । ନାଳିକା ଜଣକ ପାଠପଢ଼ାକୁ ନେଇ…