Odisha Link
Bridging the Missing Links in Odisha
Browsing Tag

minor girl

ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ…

ମୁମ୍ବାଇ: ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ ନୁହେଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଶନିବାର ଏକ ରାୟ ଶୁଣାଇ କହିଛନ୍ତି ଯେ, ଯୌନ ଶୋଷଣ ସେତେବେଳେ କୁହାଯିବ ଯେତେବେଳେ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା କରି ଚର୍ମକୁ ଚର୍ମ ସ୍ପର୍ଶ କରିଥିବ। କେବଳ ଜଣଙ୍କୁ ଛୁଇଁଦେବାକୁ ଯୌନ ଶୋଷଣ ବୋଲି କୁହାଯିବ…

କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ

ଭୁବନେଶ୍ବର: ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ୮ ବର୍ଷ ଝିଅକୁ କୋର୍ଟ ପଠାଇଲା ପୋଲିସ। କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ। ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ। ଅନ୍ୟପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ…

ନାବାଳିକାକୁ ଭୟଭୀତ କରି ବାରମ୍ବାର…

ତେନ୍ତୁଳିଖୁଣ୍ଟି: ନାବାଳିକାକୁ ଭୟଭୀତ କରି ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ କର୍ମୀଗୁଡା ଗ୍ରାମରେ। ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ଦୁଷ୍କର୍ମକାରୀ ଜଣଙ୍କ ବୀରେନ୍ଦ୍ର…

ନାବାଳିକା ଦୁଷ୍କର୍ମ ମାମଲା: ଓଏଏସ୍…

ଭୁବନେଶ୍ୱର: ରାଜଧାନୀରେ ଓଏଏସ୍‌ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ ମାମଲା। ଗିରଫ ହେଲେ ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି । ପ୍ରଫୁଲ୍ଲଙ୍କୁ ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ପରେ ବାଲିଚନ୍ଦ୍ରପୁର ଥାନାକୁ ନେଇ ପଚରାଉଚରା କରୁଛି। ପ୍ରଫୁଲ୍ଲଙ୍କ…

ପୁଣି ହାଥରସରେ ୪ ବର୍ଷ ଶିଶୁକୁ ଦୁଷ୍କର୍ମ

ହାଥରସ: ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ଉତ୍ତେଜନା ଥମି ନ ଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ହାଥରସ ଜିଲ୍ଲାର ଗୋଟିଏ ଗାଁର ୪ ବର୍ଷ ଶିଶୁକୁ ଦୁଷ୍କର୍ମ କରାଯାଇଛି। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏ ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର…

ଗର୍ଭବତୀ ନାବାଳିକାକୁ ଜାଳି ଦେଲା…

ସବଡେଗା: ଗର୍ଭବତୀ ନାବାଳିକାକୁ ଜାଳି ଦେଲା ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଘଟିଛି। ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ବୁଢାପଡ଼ାର ଚଏତୁ ମାଝିଙ୍କ ଝିଅ ସଂଜୁ…

୮ ମାସ ଧରି ଆଦିବାସୀ ନାବାଳିକାକୁ…

ରାୟଗଡ଼ା: ରାଜ୍ୟରେ ଥମୁନି ଗଣଦୁଷ୍ମର୍ମ ମାମଲା। ଦିନକୁ ଦିନ ରାଜ୍ୟରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏବେ ଆଉ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି। ଆଦିବାସୀ ନାବାଳିକା ଜଣକ ହେଉଛନ୍ତି ଗୁଣପୁର ଥାନା ଅଞ୍ଚଳର। ଦିନକେ ୨ ଦିନ ନୁହେଁ ୮ ମାସ ଧରି ଗଣଦୁଷ୍କର୍ମ ଶିକାର ହୋଇଛନ୍ତି…

ଗଣବଳାତ୍କାର ପରେ ନାବାଳିକାଙ୍କୁ ନିର୍ମମ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଗଣବଳାତ୍କାର ପରେ ଦୁର୍ବୃତ୍ତମାନେ ନୃସଂଶତାର ସବୁ ସୀମା ଟପି ନାବଳିକାଙ୍କ ୨ଟି ଆଖି ନଷ୍ଟ କରିଦେବା ସହ ନାବାଳିକାର ତଣ୍ଟିରେ ପଟା ପକାଇ ଘୋଷାରି ଥିବା ସହ ଜିଭକୁ…

ଉତ୍ତରପ୍ରଦେଶ: କନ୍ୟାଶ୍ରମରେ ୫୭…

କାନପୁର: ଏକ ସରକାରୀ କନ୍ୟାଶ୍ରମରେ ୫୭ ନାବାଳିକାଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ଏହି ପରୀକ୍ଷା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି। ଏମାନଙ୍କ ଛଡ଼ା ଆଉ ଦୁଇଜଣ ଅନ୍ତେବାସୀ ମଧ୍ୟ ଗର୍ଭବତୀ ଅଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଏଚ୍‌ଆଭି ପଜିଟିଭ୍‌ ବୋଲି ଜଣାପଡ଼ିଛି।…

କରୋନା କବଳରେ ନାବାଳିକା

ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ଭୟର ବାତାବରଣ ଖେଳି ଯାଇଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବହୁ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ପୁରୀ ସଦର ମେଡିକାଲରେ ‘କରୋନା’ ସନ୍ଦିଗ୍ଧ ବିଦେଶୀ ନାବାଳିକା । ନାବାଳିକା ଜଣକ ୟୁରୋପ୍‌…