Odisha Link
Bridging the Missing Links in Odisha
Browsing Tag

Mohali

କୋଠା ଭୁଶୁଡି ୨ ମୃତ୍ୟୁ

ପଞ୍ଜାବ : ପଞ୍ଜାବର ମୋହାଲି ଜିଲ୍ଲାର ଡ଼େରାବାସୀ ଅଞ୍ଚଳରେ ଏକ କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ ଘଟିଛି । କୋଠା ନିର୍ମାଣଧୀନ ଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏହାତଳେ ଦବିକି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି…

ନିଅଁ ଖୋଳୁ ଖୋଳୁ ଭୁଶୁଡି ପଡିଲା ୩ ମହଲାର…

ମୋହାଲି: ପଞ୍ଜାବର ମୋହାଲିର ଖରାର-ଲାଣ୍ଡ୍ରାରା ରାସ୍ତା ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ମୂଳଦୁଆ ବା ନିଅଁ ଖୋଳା ହେଉଥିବା ସମୟରେ ନିକଟରେ ଥିବା ଅନ୍ୟ ଏକ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡି ପଡିଛି। ଅଟ୍ଟାଳିକା ଭାଙ୍ଗିବା ଫଳରେ ଭଗ୍ନାବଶେଷରେ ପ୍ରାୟ ୬ ଜଣ ଲୋକ ଦବି ରହିଥିବା…

ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ…

ଚଣ୍ଡିଗଡ: ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ଗୁଳି ଅଭିଯୋଗ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପଞ୍ଜାବର ମୋହଲରରେ। ପଞ୍ଜାବ ପୁଲିସରେ ସିଂଘମ୍ ନାମରେ ପରିଚିତି ଡିଏସପି ଅତୁଲ ସୋନୀଙ୍କ ନାମରେ ହତ୍ୟା ଉଦ୍ୟମ ଓ ଆର୍ମ୍ସ ଆକ୍ଟ ଅମାନ୍ୟ ଅଭିଯୋଗ ହୋଇଛି। ଛୋଟ କଥାରେ ପତ୍ନୀ ଉପରେ ଗୁଳି ଚଳାଇ ଡିଏସପି…