Odisha Link
Bridging the Missing Links in Odisha
Browsing Tag

Motera Stadium

ମୋଦିଙ୍କୁ ଭୂରିଭୂରି ପ୍ରଶଂସା କଲେ…

ଅହମଦାବାଦ୍‌: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ 'ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି। ମୋଦି ନିଜର ସ୍ବାଗତ ଭାଷଣରେ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାରକୁ ସ୍ବାଗତ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ନିଜର…

ନମସ୍ତେ ଟ୍ରମ୍ପ୍‌ କହି ସ୍ବାଗତ ଭାଷଣ…

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି। ‘ମୋଟେରା ଷ୍ଟାଡିଅମ୍‌‘ରେ ଟ୍ରମ୍ପ୍‌ଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଷ୍ଟାଡିୟମ୍‌ରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବାକ୍ଷଣି…

ମୋଟେରାରେ ଟ୍ରମ୍ପ୍

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସାବରମତି ପରେ ମୋଟେରାରେ ପହଞ୍ଚିଛନ୍ତି ଟ୍ରମ୍ପ୍‌। ମୋଟେରାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ୍‌ରେ ମୋଦୀଙ୍କ ସହ ପହଞ୍ଚିଲେ ଟ୍ରମ୍ପ୍‌। ଏଠାରେ ଟ୍ରମ୍ପ୍‌ ବିଶ୍ବର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ର ଉଦ୍ଘାଟନ…

ମୋଟେରା ଅଭିମୁଖେ ଟ୍ରମ୍ପ୍

ଗୁଜୁରାଟ: ଗୁଜୁରାଟର ସାବରମତୀ ଆଶ୍ରମ ପରିଦର୍ଶନ କରି ମୋଟେରା ଷ୍ଟାଡିୟମ୍‌ ଅଭିମୁଖେ ଡୋନାଲ୍‌ ଟ୍ରମ୍ପ୍‌। ମୋଦୀଙ୍କ ସହ ରୋଡ୍‌ ସୋ କରି ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ଏବେ ମୋଟେରା ଷ୍ଟାଡିୟମ୍‌ ଅଭିମୁଖେ ଯାଉଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ମୋଟେରା ଷ୍ଟାଡିଅମ୍‌‘ ରେ ନମସ୍ତେ ଟ୍ରମ୍ପ’…