Odisha Link
Bridging the Missing Links in Odisha
Browsing Tag

Nabarangapur

ଲୁନାରେ ଲାଗିଲା ଫାଇନ୍‌, କାରଣ ଜାଣିଲେ…

ନବରଙ୍ଗପୁର: ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ ଟ୍ରାଫିକ୍‌ ନିୟମ। କେବଳ କାଗଜପତ୍ରକୁ ଛାଡିଦେଲେ ଆଉ କେଉଁଥିରେ ଜନସାଧାରଣଙ୍କୁ ମିଳୁନି ମାଫ୍। ରାଜ୍ୟରେ ପ୍ରତିଦିନ ଫାଇନ୍‌ ଆଦାୟ ନେଇ ଖବର ପ୍ରସାରିତ ହେଉଛି। ହେଲେ ଏକ ଫାଇନ ଏଭଳି କଟିଛି ଯାହା ଆପଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ। କାରଣ ଲୁନାରେ ଲାଗିଲା ସିଟ୍…

ମୋ ସରକାର: କୋରାପୁଟ, ମାଲକାନଗିରି ଓ…

ଜୟପୁର: ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ବୁଧବାର ସକାଳେ ଦିନିକିଆ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶାର ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ , ଅର୍ଥ ବିଭାଗର ପ୍ରମୁଖ…

ନବରଙ୍ଗପୁରରୁ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ…

ପିସି ନଦେବାରୁ ଶିକ୍ଷକଙ୍କ ଦରମା ବନ୍ଦ

ନବରଙ୍ଗପୁର: ପିସିରେ ପେଶି ହେଉଛନ୍ତି ଜନତା। ଏଥି ସହିତ ପିସିରୁ ବାଦ ପଡିନାହାନ୍ତି  ଶିକ୍ଷକ। ମାସେ ନୁହେଁ କି ଦୁଇ ମାସ, କାମ କଲେ ବି ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ…

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ…

ନବରଙ୍ଗପୁର : ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମହମ୍ମଦ ବାଜିଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ମହମ୍ମଦ ବାଜି ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ୧୯୧୭ ମସିହା ଜାନୁଆରୀ ୨୮…