Odisha Link
Bridging the Missing Links in Odisha
Browsing Tag

Nabarangapur

ସବ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ମୃତ

ନବରଙ୍ଗପୁର: ନବରଙ୍ଗପୁର ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ। ମୃତ କଏଦୀ କୋଡିଙ୍ଗା ଥାନା ଦଶାପାଇଗୁଡ଼ା ଗାଁର ରାମ ଧର ଭତରା ବୋଲି ଜଣାପଡିଛି। କୌଣସି ଏକ ମାମଲାରେ ଗତ କିଛି ଦିନ ହେଲା ନବରଙ୍ଗପୁର ଉପ-କାରାଗାରରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ ରାମ ଧର ଭତରା। ଗତକାଲି ହଠାତ୍‌…

ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ

ନବରଙ୍ଗପୁର: ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଘାଟି ପାଖରେ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଚଚା ଗ୍ରାମର ରାଜେନ୍ଦ୍ରୀ ସିଂହ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା…

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରିଗୁଡ଼ାଭରଣୀ ଓ ଚିକଲପଦର ମୁଖ୍ୟରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି। ପରକିୟୀ ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ମୃତକ ଜଣକ ହେଲେ ଚୁମକି ମଣ୍ଡଳ। ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ହତ୍ୟାକାଣ୍ଡ ପରେ…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍। ନବରଙ୍ଗପୁର ଜିଲ୍ଲା ଆର୍‌ଏମ୍‌ସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।…

କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର…

ନବରଙ୍ଗପୁର: କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ‌ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସ୍ବୁକ୍‌ ପୋଷ୍ଟରେ କହିଛନ୍ତି ଯେ,…

ନବରଙ୍ଗପୁର ୩ଦିନ ପାଇଁ ସଟ୍‌ଡାଉନ୍

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଏହି କ୍ରମରେ ନବରଙ୍ଗପୁର ଜିଲା ପ୍ରଶାସନ ଜିଲାରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।…

କରୋନା ମୁକାବିଲା: ଗ୍ରାମବାସୀଙ୍କ ନିଆରା…

ନବରଙ୍ଗପୁର: ମହାମାରୀ କରୋନା ଭାଇରସ ଦିନକୁ ଦିନ ବିଶ୍ବବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛି। କରୋନା କବଳରୁ କିଭଳି ସାଧାରଣ ଜନତା ରକ୍ଷା ପାଇ ପାରିବେ ସେଥିପାଇଁ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଏକ ସଚେତନତା ମୂଳକ ଖବର ନବରଙ୍ଗପୁର ଜିଲ୍ଲାରେ ଦେଖିବା…

ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ…

ନବରଙ୍ଗପୁର: ନବରଙ୍ଗପୁର ଆର୍‌ଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଭିଜିଲାନ୍ସ ଜାଲରେ ପଡ଼ିଲେ ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁର। ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ା ଘର ସହ ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି। ଗତ ୨୧…

ନିଖୋଜ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ପଖନାପାରା ଗାଁରୁ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ଗାଁ ପାଖ କୂଅରେ ୮ ବର୍ଷିୟ ପଞ୍ଚବତୀ ତିୱାରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ ରାଇଘର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଝିଅର ମୃତଦେହ ଉଦ୍ଧାର…

ପଖନାଗୁଡ଼ା ଗ୍ରାମରେ ବୃଦ୍ଧ ମୃତ

ନବରଙ୍ଗପୁର : ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଚିଯାଇଛି । ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକଙ୍କ ନାମ ସମଦୁ ଗଣ୍ଡ ଓ ତାଙ୍କର ବୟସ ୬୦ । ଡାବୁଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ…