Odisha Link
Bridging the Missing Links in Odisha
Browsing Tag

Nation

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଅନ୍ୟପଟେ ଆଜିଠୁ ଦେଶର କିଛି ରାଜ୍ୟ ଲଗାଇଥିବା ଲକ୍‌ଡାଉନ୍‌ ଅନ୍‌ଲକ୍‌ କରିବା ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏନେଇ…

ପିଏମ୍‌ ମୋଦିଙ୍କ ବଡ଼ ଘୋଷଣା: ନଭେମ୍ବର…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଆଜି ୬ଷ୍ଠ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପିଏମ୍‌ ମୋଦି। ଆସନ୍ତା କାଲିଠୁ ସାରା ଦେଶରେ କାର୍ଯ୍ୟକାରୀ ହେବ ଅନ୍‌ଲକ୍‌ ୨.୦। ସେହି ସମ୍ବନ୍ଧରେ ଦେଶବାସୀଙ୍କୁ ଉଦବୋଧନ ଦେବା ସହ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ପିଏମ୍‌ ମୋଦି।…

ଆଜି ରାତି ୮ରେ ପୁଣି ଦେଶବାସୀଙ୍କୁ…

ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଜାତୀୟ ଟିଭି ଚ୍ୟାନେଲ ଦୂରଦର୍ଶନ ସମେତ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓରେ ସିଧାପ୍ରସାରିତ ହେବ। କରୋନା ସଂକ୍ରମଣ ସମୟରେ ଏହା ଦେଶବାସୀଙ୍କ…

କାଲି ସକାଳ ୧୦ଟାରେ ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ଆସନ୍ତାକଲି ସକାଳ ୧୦ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀଙ୍କ କ୍ୟାର୍ଯ୍ୟାଳୟରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତାକାଲି ହେଉଛି ୨୧ ଦିନିଆ ଲକ୍‌ଡାଉନର ଅନ୍ତିମ ଦିନ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…

ମାର୍ଚ୍ଚ ୨୨ରେ ଦେଶବ୍ୟାପୀ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି। ଏଥିସହିତ ୪ଜଣ ଭାରତୀୟ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ମିଳିମିଶି କରୋନାର…