Odisha Link
Bridging the Missing Links in Odisha
Browsing Tag

Nayagarh Bikasha Mancha

ଭୁବନେଶ୍ବରରେ ଧୁମଧାମରେ ପାଳିତ ହେଲା ୩ୟ…

ଭୁବନେଶ୍ବର: "ନୟାଗଡ଼ ଦରବ, ଓଡ଼ିଶାର ଗରବ", ଛେନାପୋଡ଼ ସଂଗୀତର ଏହି ପଂକ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଇ ଚର୍ଚ୍ଚା ଭିତରେ ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ଆନୁକୁଲ୍ୟରେ ଛେନାପୋଡ଼ ଦିବସ ଭୁବନେଶ୍ବରର ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ…

ସ୍ବାଧୀନତା ଦିବସ ପୂର୍ବରୁ ମାଉଣ୍ଟ୍‌…

ଓଏଲ୍‌ ବ୍ୟୁରୋ: ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଉଡ଼ିଲା ଜାତୀୟ ପତାକା। ଆଜି ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି…

‘ମିନେରାଲନୀ ଭଡୀ’ରେ ସୌଭାଗ୍ୟ, ଆଜିଠୁ…

ଓଏଲ୍‌ ବ୍ୟୁରୋ: ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିବାକୁ ଆଗେଇଲେ ନୟାଗଡ଼ ମାଟିର ପୁଅ ସୌଭାଗ୍ୟ କୁମାର ରଥ। ସାରା ଦେଶରେ ଆଇରନ୍‌ ମ୍ୟାନ୍‌ ଭାବେ ପରିଚିତ ସୌଭାଗ୍ୟ ଆଜିଠୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮,୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ଗତକାଲି (୭ ଅଗଷ୍ଚ) ମସ୍କୋରୁ ଯାଇ…

ନୟାଗଡ଼ରୁ ରୁଷ ଅଭିମୁଖେ ଆଇରନ୍‌ ମ୍ୟାନ୍‌…

ଓଏଲ୍‌ ବ୍ୟୁରୋ: ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ଏଥିପାଇଁ ସେ ଆଜି ନୟାଗଡ଼ରୁ ରୁଷ୍ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରା ପୂର୍ବରୁ ଆଜି ସକାଳେ ନୟାଗଡ଼…

ନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା…

ନୟାଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍।…

ଆଜି ବିଶ୍ବ ଐତିହ୍ୟ ଦିବସ: ପଠାଣି ସାମନ୍ତ…

ଭୁବନେଶ୍ବର: ଆଜି ବିଶ୍ବ ଐତିହ୍ୟ ଦିବସ ବା ଅନ୍ତର୍ଜାତୀୟ ସ୍ମାରକୀ ଓ ସ୍ଥଳୀ ଦିବସ। ଏହି ଅବସରରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତଙ୍କ ଜନ୍ମପୀଠକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଦାବି କରିଛନ୍ତି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟ।…

ଛେନାପୋଡ଼କୁ ଜିଆଇ ମାନ୍ୟତା, ପଠାଣି…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସାମାଜିକ-ସାଂସ୍କୃତିକ-ସାମୂହିକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିଆସିଛି ନୟାଗଡ଼ ବିକାଶ ମଞ୍ଚ। ଆଜି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରିବା ସହିତ ଜିଲ୍ଲାର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି।…