Odisha Link
Bridging the Missing Links in Odisha
Browsing Tag

NHRC

ଏନଏଚଆରସି ଗଲେ ସମ୍ବିତ ପାତ୍ର

ଭୁବନେଶ୍ବର: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ଏନଏଚଆରସି ଯାଇଛି। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ହାଜତ ମୃତ୍ୟୁ ପରେ ପୁଲିସ ଅମାନବୀୟ ଭାବେ ସଂସ୍କାର କରିଦେଲା ବାପା, ମାଙ୍କୁ ଉଠାଇ ନେଲା ପୋଲିସ…

ଏନ୍ଏଚ୍ଆରସି ଗାଇଡଲାଇନ ଅନୁଯାୟୀ ତଦନ୍ତ…

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଡିଜିପି କହିଛନ୍ତି ଯେ, ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଏନ୍ଏଚ୍ଆରସିଙ୍କ ଗାଇଡଲାଇନ ଅଛି। ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି। ଏହାର ଭିଡିଓଗ୍ରାଫି ମଧ୍ୟ…

ଉତ୍ତରପ୍ରଦେଶ ଡିଜିପିଙ୍କୁ ଜାତୀୟ…

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଓମ୍‌ ପ୍ରକାଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ…

ଏନକାଉଣ୍ଟର ମାମଲାରେ ତଦନ୍ତ ଆରମ୍ଭ କଲା…

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣା ନିମନ୍ତେ ପୁଲିସ ବିରୋଧରେ ୨ ଜଣ ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହ ସମ୍ପୃକ୍ତ ପୁଲିସ…

ନଗଡ଼ା: ଖର୍ଚ୍ଚ ହେଲାଣି ୨୩ କୋଟି ହେଲେ…

ଭୁବନେଶ୍ବର: ୨୦୧୬ ମସିହାରେ ସାରା ଦେଶରେ ଚର୍ଚ୍ଚାରେ ଥିଲା ନଗଡ଼ା। ଦିନେ ଅପପୁଷ୍ଟିକୁ ନେଇ ଦେଶକୁ ହୁଲୁସ୍ତୁଲ କରିଥିବା ନଗଡ଼ା ପୁଣି ତିନି ବର୍ଷର ବ୍ୟବଧାନରେ ପୁଣି ଚର୍ଚ୍ଚାକୁ ଆସିଛି। ସରକାରୀ ହିସାବରେ ୨୩ କୋଟି ଖର୍ଚ୍ଚ ସରିଛି ହେଲେ ପରିସ୍ଥିତିରେ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଏଭଳି ଅଭିଯୋଗ…

ମୁଖ୍ୟ ଶାସନ ସଚିବ ଅଡ଼ୁଆରେ

ଭୁବନେଶ୍ୱର: ଅଡ଼ୁଆରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। କାରଣ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରିବା ଏବେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମହଙ୍ଗା ପଡ଼ିଛି। କମିଶନଙ୍କ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦାଖଲ କରିବାରେ…