Odisha Link
Bridging the Missing Links in Odisha
Browsing Tag

Nirabhaya Case

ନିର୍ଭୟା ମାମଲା: ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ମୁକେଶର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା ଦୋଷୀ ମୁକେଶ। ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।…

ପବନର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ତାର କ୍ୟୁରେଟିଭ ପିଟିସନ ପୂର୍ବରୁ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିଲା। ଏବେ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ…

ମୁକେଶର ଦୟା ଆବେଦନକୁ ଖାରଜ କଲେ ଦିଲ୍ଲୀ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଦୟା ଆବେଦନକୁ ଆଜି ଦିଲ୍ଲୀର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନପାଇଁ ଗୃହ ମନ୍ତ୍ରାଳୟକୁ ଦୟା ଆବେଦନ ପଠାଇ ଦେଇଛନ୍ତି। ପ୍ରଥମେ ମୁକେଶର ଦୟା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିଥିଲେ। ‘ଖାରଜ’ ବୋଲି ଉଲ୍ଲେଖ…

ନ୍ୟାୟିକ ବ୍ୟବସ୍ଥା ଅପରାଧୀଙ୍କୁ ସହଯୋଗ…

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଜାନୁଆରି ୨୨ରେ ଫାଶୀ ମିଳିପାରିବ ନାହିଁ ବୋଲି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦୋଷୀ ମୁକେଶର କ୍ଷମା ଆବେଦନକୁ ଯୋଜନାବଦ୍ଧ ଭାବେ ବିଳମ୍ବ କରି ବ୍ୟବସ୍ଥାର ଦୁରୁପଯୋଗ କରାଯାଉଛି…

ନିର୍ଭୟା ମାମଲାରେ ଘୁଞ୍ଚିପାରେ ଦୋଷୀଙ୍କ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଜାରି ହୋଇଛି ଡେଥ୍ ୱାରେଣ୍ଟ। ପାଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖରେ ଦୋଷୀଙ୍କୁ ଜାନୁୟାରୀ ୨୨ ତାରିଖରେ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଇନଗତ ପ୍ରକ୍ରିୟା ଯୋଗୁଁ ଚୟନ ହୋଇଥିବା ଫାଶି ତାରିଖରେ ହୁଏତ ଦୋଷୀଙ୍କୁ ଫାଶି…

ଅବସାଦରେ ‘ନିର୍ଭୟା’ ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଅବସାଦରେ ଅଛନ୍ତି ‘ନିର୍ଭୟା’ ମାମଲାର ୪ ଦୋଷୀ। ଏପରିକି ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସେମାନେ ଖାଇବା ପିଇବା ବି କମାଇ ଦେଇଛନ୍ତି। ଏଭଳି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା…