Odisha Link
Bridging the Missing Links in Odisha
Browsing Tag

NRC

ରାଜ୍ୟରେ ଏନ୍‌ଆରସି ଲାଗୁ ନକରିବା…

ଭୁବନେଶ୍ବର: ନାଗରିକ ସଂଶୋଧନ ବିଲ ଉଭୟ ଗୃହରେ ପାରିତ ହେବା ପରେ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇ ସାରିଛି। ଏହା ଉଭୟ ଗୃହରେ ଆଲୋଚନା ପରେ ଭୋଟିଂ ମାଧ୍ୟମରେ ବହୁମତରେ ପାରିତ ହୋଇଥିଲା। ଓଡିଶାର ଶାସକ ଦଳ ବିଜୁ ଜନତା ଦଳ ଏହି ବିଲକୁ ମଧ୍ୟ ସମର୍ଥନ କରିଥିଲା, କିନ୍ତୁ ଆଜି ଏକ…

ନାଗରିକତା ସଂଶୋଧନ ବିଲ୍‌ ପ୍ରସଙ୍ଗରେ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛି ଭାରତ । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ…

ସୋମବାର ଲୋକସଭାରେ ଆଗତ ହେବ ନାଗରିକ…

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନ ଲୋକସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ଏହି ବିଲରେ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ…

ଏନଆରସି ପ୍ରସଙ୍ଗ: ବିରୋଧୀଙ୍କୁ ଜବାବ…

ରାଞ୍ଚି: ଏନଆରସି ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ଆଜି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିଥିଲେ। ଯାହାଫଳରେ ପାଲଟା ଜବାବ ରଖିଛନ୍ତି ଅମିତ ଶାହ। ଏନଆରସି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ…

ଦେଶବ୍ୟାପୀ ଲାଗୁ ହେବ ଏନଆରସି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆସାମରେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହୋଇଥିଲା। ଏଣିକି ଦେଶବ୍ୟାପୀ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଶାହା ଆଜି ରାଜ୍ୟ ସଭାରେ ଏନଆରସି ଏବଂ କାଶ୍ମୀର ସମେତ କେତେକ…

କେନ୍ଦ୍ରପଡ଼ାରେ NRC !

କେନ୍ଦ୍ରପଡ଼ା: ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜିକା(NRC)। ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ଏହି ଚିଠି ଲେଖାଯାଇଛି। ଗତବର୍ଷ…

ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି: ମୋହନ…

ନୂଆଦିଲ୍ଲୀ: ଜଣେ ହେଲେ ହିନ୍ଦୁ ଦେଶ ଛାଡ଼ିବେନି। ଏପରି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ସେ କହିଛନ୍ତି ଯେ, ଏନ୍ଆରସି (ଜାତୀୟ ନାଗରିକ ପଞ୍ଜିକା) ତାଲିକାରେ ନାଁ ନଥିଲେ ବି କୌଣସି ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି। ଏନ୍ଆରସି ତାଲିକାରୁ ବାଦ୍ ପଡ଼ିବାର ମାନେ ନୁହେଁ ଯେ, ଦେଶରୁ ସେମାନଙ୍କୁ…

ଆସାମ ପରେ ଦିଲ୍ଲୀରେ ଏନ୍‌ଆରସି ତାଲିକା…

ନୂଆଦିଲ୍ଲୀ: ଆସାମ ପରେ ଦିଲ୍ଲୀରେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆରସି) ତାଲିକା ପ୍ରକାଶ କରିବା ପାଇଁ ଦାବି କରିଛି ବିଜେପି। ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି ଦିଲ୍ଲୀରେ ଅନେକ ଲୋକ ରହୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀ ବାହାର ଲୋକଙ୍କ ସଂଖ୍ୟା ଅଧିକ।…

ଭାରତୀୟ ନାଗରିକତ୍ବ: ଆସାମରେ ୧୯ଲକ୍ଷ ଲୋକ…

ନୂଆଦିଲ୍ଲୀ: ନେଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ (ଏନ୍ଆରସି)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଗୃହ ବିଭାଗ ଏହି ଚୂଡ଼ାନ୍ତ ରିପୋର୍ଟ ଜାରି କରିଛନ୍ତି। ଏନ୍ଆରସି ରାଜ୍ୟ ସମନ୍ବୟକାରୀ ପ୍ରତିକ ହଜେଲା ସୂଚନା ଦେଇଛନ୍ତି କି, ମୋଟ୍‌ ୩, ୧୧ ,୨୧, ୦୦୪ ଜଣଙ୍କୁ ଚୂଡ଼ାନ୍ତ ଯୋଗ୍ୟ ତାଲିକାରେ ସାମିଲ…