Odisha Link
Bridging the Missing Links in Odisha
Browsing Tag

NRC

ଭାରତରୁ ଯାଉଛନ୍ତି ବାଂଲାଦେଶୀ ନାଗରିକ

ଢାକା : ଆସାମରେ ଏନଆରସି ଓ ଏନ୍‌ସିସି ଲାଗୁହେବା ପରେ ଭାରତରେ ବେଆଇନଭାବେ ରହୁଥିବା ବାଂଲାଦେଶୀ ଦଳ ଦଳ କରି ନିଜ ଦେଶକୁ ଫେରିଯାଉଛନ୍ତି। ଗତ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୪୪୫ ଜଣ ବାଂଲାଦେଶୀ ଫେରିଯାଇଥିବା ବର୍ଡର ଗାର୍ଡ୍ସ ବାଂଲାଦେଶ (ବିଜିବି)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ସଇଫୁନିଲ ଇସଲାମ…

ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଦୂତ…

ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣ ମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ସିଲିଗୁଡ଼ିର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାତ୍ସଲ୍ୟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଦୂତ ବୋଲି କହିଛନ୍ତି। ମମତା ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି…

ସିଏଏ ଓ ଏନଆରସି ସମର୍ଥନରେ ଆମେରିକାରେ…

ୱାଶିଂଟନ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶିତ ହେଉଛି। ଅନ୍ୟପଟେ ସିଏଏ ଓ ଏନଆରସିକୁ ନେଇ ଆମେରିକାରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଉଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଆଇନ ସମ୍ପର୍କରେ ଭୁଲ ସୂଚନା,…

NPR ପ୍ରସଙ୍ଗରେ ସୁରଙ୍କ ମନ୍ତବ୍ୟ

ଭୁବନେଶ୍ବର: ଗତକାଲି ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ଏନଆରସି, ସିଏଏ ଓ ଏନପିଆରକୁ ନେଇ କହିଛନ୍ତି ଯେ, ଆସନ୍ତା ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ। ସେହିଦିନଠୁ…

କଂଗ୍ରେସ ବିଭ୍ରାନ୍ତି କରୁଛି :…

ଭୁବନେଶ୍ବର: NRC ଓ NPR ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି ପୃ‌ଥ୍ବୀରାଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି । NRC ଓ NPR ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ୧କୋଟି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି ।

ବେଙ୍ଗାଲୁରୁରେ ତିଆରି ଚାଲିଛି…

ବେଙ୍ଗାଲୁରୁ: "ଦେଶରେ କୌଣସି ଡିଟେନ୍‌ସନ୍‌ ସେଣ୍ଟର (ଅଟକ କେନ୍ଦ୍ର ବା ଏକ ପ୍ରକାର ବନ୍ଦୀଗୃହ) ନାହିଁ। କଂଗ୍ରେସ୍‌ ଓ ଏହାର ସହଯୋଗୀ ଦଳ, କିଛି ଶିକ୍ଷିତ ନକ୍ସଲ ଓ ସହରୀ ନକ୍ସଲଙ୍କ ଦ୍ବାରା ଏଭଳି ମିଥ୍ୟା ପ୍ରଚାର କରାଯାଉଛି।" ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଡିଟେନ୍‌ସନ୍‌ ସେଣ୍ଟର…

ସିଏଏ ତାତି: ଲକ୍ଷ୍ନୌରେ ୧୫୦…

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ହିଂସା। ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିକି ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଓ ପୁଲିସ୍‌ ମୁହାଁମୁହିଁ ହେଉଛନ୍ତି। ଦିଲ୍ଲୀ ଠାରୁ ଆରମ୍ଭ କରି ମୁମ୍ବାଇ, ଲକ୍ଷ୍ନୌ ଓ ବେଙ୍ଗାଲୁରୁ ଯାଏଁ ପ୍ରତିବାଦକାରୀଙ୍କ…

ଛାତ୍ରଛାତ୍ରୀଙ୍କୁ ଅନ୍ତରୀଣ ସୁରକ୍ଷା…

ନୂଆଦିଲ୍ଲୀ : ନାଗରିକତା ଆଇନ ପ୍ରସଙ୍ଗରେ ହିଂସାତ୍ମକ ଆନ୍ଦୋଳନ କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନାକରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ବିଚାର…

ନାଗରିକତା ଆଇନ ପ୍ରତିବାଦକୁ ରୋକିବା ପାଇଁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଏହାକୁ ଦମନ କରିବା ପାଇଁ ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି। ସକାଳ ୯ଟାରୁ ଦିନ ୧ଟା…

ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁ…

ଭୁବନେଶ୍ବର: ଭାରତବର୍ଷର ଅନେକ ବିଦେଶୀ ରହିଛନ୍ତି। ଭାରତରେ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ। ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି। ଏ ଦେଶର ସଂସଦ ତାକୁ ଗ୍ରହଣ କରିଛି। ଏହା ରାଷ୍ଟ୍ରର ହିତ ଏବଂ…