Odisha Link
Bridging the Missing Links in Odisha
Browsing Tag

NRC

ବିହାରରେ ଲାଗୁ ହେବ ନାହିଁ ଏନଆରସି:…

ପାଟନା: ବିହାରରେ ଲାଗୁ ହେବ ନାହିଁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) । ଅନ୍ୟପଟେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ୨୦୧୦ ମସିହାରେ ଯେଉଁ ପ୍ରକ୍ରିୟାରେ ହୋଇଥିଲା ସେହି ଆଧାରରେ ମଧ୍ୟ ବିହାରରେ କାର୍ଯ୍ୟକାରୀ ହେବ। ସେ ନେଇ ଆଜି ବିହାର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ବିହାର…

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ସିଏଏ ଓ ଏନଆରସିକୁ ନେଇ ସୃଷ୍ଟି ହୋଇଛି ହିଂସାକାଣ୍ଡ। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ଆଜି ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ପୁଲିସ…

ସିଏଏ: ଶାହୀନବାଗ ପରେ ଜାଫରାବାଦରେ…

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ଆନ୍ଦୋଳନକୁ ଓହ୍ଲାଇଳେ ମିହିଳା ମାନେ। ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ…

ନାଗରିକତା ଆଇନକୁ ନେଇ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଦନ ଆଇନ୍‌(ସିଏଏ)କୁ ବିରୋଧ ଜାରି ରହିଛି। ଏହାରିମଧ୍ୟରେ ସିଏଏକୁ ନେଇ ବଡ଼ ବୟାନ ଦେଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। ନାଗରିକତା ସଂଶୋଧନ ଆଇନକୁ ନେଇ ରଜନୀକାନ୍ତ କହିଛନ୍ତି ଯେ, ଏହି ଆଇନ ଦ୍ବାରା ମୁସଲମାନମାନଙ୍କୁ କୌଣସି ବିପଦ ଆସିବ ନାହିଁ । ସେହିପରି…

ଏନଆରସିକୁ ନେଇ ସଫେଇ ଦେଲେ ସରକାର, କହିଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାର ଆଜି ସଂସଦରେ ଏହାକୁ ନେଇ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏନଆରସି ଲାଗୁ କରିବାକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର…

ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ…

ମୁମ୍ବାଇ: ସାରା ଦେଶରେ ସିଏଏ, ଏନଆରସି ଓ ଏନପିଆରକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା। ଏହାରି ମଧ୍ୟରେ ମହାରାଷ୍ଟ୍ରରେ ‘ଏନ୍‌ଆର୍‌ସି’ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ‘ସିଏଏ’, ‘ଏନ୍‌ଆର୍‌ସି’ କିମ୍ବା ‘ଏନ୍‌ପିଆର୍‌’ ପ୍ରଣୟନ କରିବା ନ କରିବା ଉପରେ ନିଷ୍ପତ୍ତି…

ସିଏଏ ଓ ଏନଆସିକୁ ନେଇ ଆମ ମତ ସ୍ପଷ୍ଟ…

ପାଟଣା: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସିକୁ ନେଇ ପୁଣି ଥରେ ଜନତା ଦଳ ୟୁନାଇଟେଡରେ ମତଭେଦ ଦେଖା ଯାଇଛି। ଜାନୁଆରୀ ୨୧ ତାରିଖରେ ଦଳର ବରିଷ୍ଠ ନେତା ତଥା ମହାସଚିବ ପବନ ବର୍ମା ନୀତୀଶ କୁମାରଙ୍କୁ ସିଏଏ ଓ ଏନଆରସିକୁ ନେଇ ଚିଠି ଲେଖିଥିଲେ। ଯେଉଁଥିରେକି ଦିଲ୍ଲୀ ନିର୍ବାଚନରେ ବିଜେପି ସହିତ ଅକାଳୀ…

ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟରେ ଅମିତ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ସାରା ଦେଶରେ ବିଦ୍ରୋହ ଓ ସମର୍ଥନ ରାଲି ହେଉଛି। ଏହାରି ମଧ୍ୟରେ ଜନତା ଦଳର ଉପାଧ୍ୟକ୍ଷ ତଥା ନିର୍ବାଚନୀ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଶାନ୍ତ କିଶୋର ଟୁଇଟି କରି ଅମିତ ଶାହଙ୍କୁ ସାରା ଦେଶରେ ସିଏଏ ଓ…

‘ସିଏଏ-ଏନ୍‌ଆର୍‌ସି’ ବିରୋଧରେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଏବଂ ଏନଆରସିକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏଥିସହିତ ଦେଶରେ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା କରିବା ପାଇଁ ବିରୋଧୀକୁ ନେଇ ଦିଲ୍ଲୀଠାରେ ଏକ ବୈଠକ ଡାକିଥିଲା କଂଗ୍ରେସ। କଂଗ୍ରେସ ନେତୃତ୍ବରେ ୨୦ ରାଜନୈତିକ ଦଳ ଆଜି ଏକାଠି ହୋଇ…

ବିହାର: ସିଏଏ ଓ ଏନଆରସି ବିପକ୍ଷରେ…

ବିହାର: ଆଜି ବିହାର ବିଧାନସଭା ବାହାରେ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)ର ବିଧାୟକ ମାନେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) କୁ ବିରୋଧ କରିଛନ୍ତି। ରାଜ୍ୟରେ ସିଏଏ ଓ ଏନଆରସିକୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ରାଜଦ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ବିହାର…