Odisha Link
Bridging the Missing Links in Odisha
Browsing Tag

Odia Girl

ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସହର ମହକୁୁମାରେ ପଠାଣ ସାହିରେ ଦେଖିବାକୁ ମିଳିଛି ଅନନ୍ୟ ଦୃଶ୍ୟ। ବାପାଙ୍କ ପରଲୋକ ପରେ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛି ଝିଅ। କିଛି ବଡ଼ ସହରରେ ଝିଅମାନେ ମୁଖାଗ୍ନି ଦେଉଥିବା କଥା ହୁଏତ ଆପଣମାନେ ଜାଣିଥିବେ। କିନ୍ତୁ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ…

ଜାତୀୟ ହ୍ବିଲଚେୟାର ଅସିଚାଳନା…

ଭୁବନେଶ୍ବର: ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାର ପ୍ରଥମ ଦିନରେ ଚମକିଲେ ଓଡ଼ିଆ ଝିଅ। ହରିୟାଣାର କର୍ଣ୍ଣାଲ ସହରରେ ଆୟୋଜିତ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶା ଝିଅ ମାଳତୀ ପାନୈରେ, ସିଲା ମନ୍ତ୍ରୀ ଓ ପୂଜାସ୍ବିନୀ ନାୟକ କମାଲ କରିଛନ୍ତି। ମହିଳାର ‘ଏ’ ବିଭାଗରେ ମାଳତୀ ବ୍ୟକ୍ତିଗତ ଫଏଲ୍‌ରେ…

ସିଡିଏସ୍-୨ ପରୀକ୍ଷାରେ ଓଡ଼ିଆ ଝିଅ ଅଦିିତି…

ଭୁବନେଶ୍ୱର: ସିଡିଏସ (କମ୍ବାଇନଡ ଡିଫେନ୍ସ ସର୍ଭିସ୍)-୨ ପରୀକ୍ଷାରେ ଢେଙ୍କାନାଳର ଝିଅ ଅଦିତି ପରିଡ଼ା ମହିଳା ବିଭାଗରେ ଟପ୍ପର ହୋଇପାରିଛନ୍ତି। ନିକଟରେ ପ୍ରକାଶ ପାଇଥିବା ସିଡିଏସ୍ ପରୀକ୍ଷା ଫଳରେ ୨୪୧ ଜଣଙ୍କୁ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ସର୍ଟ ସର୍ଭିସ କମିଶନ (ଏସଏସସି) କୋର୍ସ…

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର…

ଜାତୀୟ ସାହାସିକତା ପୁରସ୍କାର ପାଇବେ…

ନୂଆଦିଲ୍ଲୀ: ଆଜି ୬୩ ତମ ଜାତୀୟ ସାହାସିକତା ପୁରସ୍କାର ୨୦୧୯ ଘୋଷଣା ହୋଇଛି। ପ୍ରତିକୂଳ ପରିସ୍ଥିତିରେ ନିଜର ସାହସକୁ ପ୍ରଦର୍ଶନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଜାତୀୟ ସ୍ତରରେ ସାହସିକତା ସମ୍ମାନରେ ସମ୍ମାନିତ କରାଯିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ୨୨ ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର…

ବିଦେଶରେ ନାଁ କଲେ ଓଡ଼ିଆ ଝିଅ ସାନ୍ତ୍ୱନା

ନୂଆଦିଲ୍ଲୀ: ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍‌ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ…

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡିଆ ଝିଅ…

ଭୁବନେଶ୍ବର: ନେପାଳର ତିନିଟି ସ୍ଥାନ ଯଥା କାଠମାଣ୍ଡୁ, ଜନକପୁର ଏବଂ ପୋଖରାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିନରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ମହିଳା ୧୦ ମିଟର ଏୟାର ରାଇଫଲ୍ ବନ୍ଧୁକ ଚାଳନାରେ ରୌପ୍ୟ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ଏହି ବର୍ଗରେ ଭାରତ…

କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ…

ଭୁବନେଶ୍ବର: ଓଡ଼ିଆ ଝିଅଙ୍କ ହାତରେ କେନ୍ଦ୍ରର ଗୁରୁ ଦାୟିତ୍ବ। ଦେଶରେ ମାନ୍ଦା ଅବସ୍ଥା ରହିଛି। ଏଭଳି ସ୍ଥିତିରେ ମୋଦି ସରକାରର କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଝିଅ ନନ୍ଦିତା ମିଶ୍ର। ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ…