Odisha Link
Bridging the Missing Links in Odisha
Browsing Tag

Odia Language

AIIMSର ଦାଦାଗିରି, ଭୁବନେଶ୍ବରରେ ହିନ୍ଦୀ…

ଭୁବନେଶ୍ବର: ଆଜି ସାରା ବିଶ୍ବରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ବର ସ୍ଥିତ ସର୍ବଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(AIIMS)ର ଭାଷା ବିଦ୍ବେଷ ସାମନାକୁ ଆସିଛି। ଡାକ୍ତରଖାନା ପରିସରରେ ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।…

ସରକାରଙ୍କ ଭାଷାପ୍ରୀତି: ଓଡ଼ିଶା ବସ୍‌ରେ…

କୋରାପୁଟ: ଓଡ଼ିଶାର ବସ୍। ତାହା ପୁଣି ରାଜ୍ୟ ସରକାରଙ୍କ ମାଲିକାନାରେ ରହିଛି। ଅଥଚ ବସ୍‌ର ନାମଫଳକରେ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ଆଉ ତେଲୁଗୁ ଭାଷା ଦେଖିବାକୁ ମିଳିଛି। ଓଡି ୧୦ଏଚ୍‌ ୪୭୮୭ ନମ୍ବର ବିଶିଷ୍ଟ ଏହି ବସ୍‌ଟି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ରହିଛି। ଆନ୍ତଃରାଜ୍ୟ ରୁଟ୍‌ରେ ଚଳାଚଳ…

ହଳଧର ନାଗ ଓ ବିଷବୁଣାଳି

ହଳଧର ନାଗ ଓ ବିଷବୁଣାଳି ଆଶିଷ ଗଡ଼ନାୟକ ଶ୍ରୀ ହଳଧର ନାଗ ଓ ସେ 'ବିଷ ବୁଣାଳି'ମାନଙ୍କୁ ଏବଂ ତାଙ୍କ କଥାକୁ ଏତେ ଗୁରୁତ୍ବ କାହିଁକି ଦିଆଯାଉଛି? ସେମାନେ ସମଗ୍ର ପଶ୍ଚିମ ଓଡ଼ିଶାର ପ୍ରତିନିଧି ବା ପ୍ରବକ୍ତା ନୁହନ୍ତି। ଟିଆର୍‌ପି ପାଇଁ ଗୋସ୍ବାମୀ ବାବୁ ତାଙ୍କ ଚ୍ୟାନେଲ୍‌ରେ ଏମିତି ଚାଲାକି…

ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ 'ଶୁଭସ୍ବର' ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ ୨୦୧୦ ମସିହାରେ ଯେତେବେଳେ ବୋଆ ସିନିଅର ନାମ୍ନୀ ଆଣ୍ଡାମନ ମହିଳା ପ୍ରାଣ ହରାଇଲେ, ଗୋଟିଏ ଭାଷା ଭୂପୃଷ୍ଠରୁ ସମ୍ପୂର୍ଣ୍ଣ ଲୋପ ପାଇଗଲା। କାରଣ ବୋଆ ସିନିଅର୍‌ ଥିଲେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ବିଲୁପ୍ତ…

ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ବିଦ୍ବେଷ,…

ସମ୍ବଲପୁର: ଓଡ଼ିଆ ଭାଷାର ଆଦ୍ୟ ବ୍ୟାକରଣ ପୁସ୍ତକ ଭାବେ ପରିଚିତ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’କୁ କେହି ଦୁର୍ବୃତ୍ତ ପୋଡ଼ିଛନ୍ତି। ବର୍ଷେ ତଳର ଏ ଭିଡିଓଟି ଏବେ କୋସଲି ଭାଷାକୁ ପ୍ରୋତ୍ସାହନ ଦେଉଥିବା କିଛି ଅନୁଷ୍ଠାନ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ‘ବେନି’ ନାମକ ଏକ…

ମୁଖିଅ‍ା ତ ବୁଝିବେ ନାହିଁ, ଜନତାଙ୍କୁ…

ଭୁବନେଶ୍ବର: ଓଡ଼ିଅ‍ା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ଏବଂ ଏ ଭାଷାକୁ ରାଜ୍ୟର ଶାସନର ଭାଷା କରିଛନ୍ତି ବୋଲି ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବା ବେଳେ, ଅସଲରେ ଭାଷା ଏ ସରକାର ଅମଳରେ ସବୁଠୁ କାନ୍ତାରରେ ପଡ଼ିଛି। ନାମକୁ ମାତ୍ର ଭାଷା ପ୍ରୀତି ଦେଖାଉଥିବା ସରକାର ଭାଷା ପ୍ରତି କାଣିଚାଏ ବି ଅ‍ାଗ୍ରହ…