Odisha Link
Bridging the Missing Links in Odisha
Browsing Tag

Odia

ନୂଆ ଖବରକାଗଜ ‘ସକାଳ’ର…

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ 'ସକାଳ'। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ 'ସକାଳ'ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ…

ମଧ୍ୟରାତ୍ରିରେ ‘ସକାଳ’

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ 'ସକାଳ'। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ 'ସକାଳ'ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ…

ପ୍ରଥମ ନିଃଶୁଳ୍କ ଓଡ଼ିଆ ଜନଜାତି…

ଭୁବନେଶ୍ବର: ପ୍ରକୃତି ଓ ପରମ୍ପରା ସହ ଜଡିତ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତିର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି ପୂଜାର ପୂଜ୍ୟ…

ବଡ଼ ଘୋଷଣା: ରାଜ୍ୟକୁ ଫେରୁଥିବା ପ୍ରବାସୀ…

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟକୁ ଫେରି ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ତ ଖର୍ଚ୍ଚ ବହନ କରିବେେ ରାଜ୍ୟ ସରକାର। ଏନେଇ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ। ପ୍ରବାସୀ ଓଡ଼ଆଙ୍କ ପାଇଁ ରାଜ୍ୟରେ ହେବ…

ବାହାର ରାଜ୍ୟରେ ଓଡ଼ିଆ: ବସ୍‌ ନୁହେଁ,…

ଓଡ଼ିଶା ବାହାରେ ୫ ଲକ୍ଷ ନୁହେଁ, ପ୍ରାୟ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ଏମାନେ ଓଡ଼ିଶା ଫେରିଲେ ସ୍ଥିତି ଅଣାୟତ ହୋଇପାରେ। ଯଦି ବି ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ରହିଲେ, ଏଥିପାଇଁ ବହୁ ଅର୍ଥ ବ୍ୟୟ ହେବ। ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରି…

ନର୍ସ

ନର୍ସ ଡ. ଗାୟତ୍ରୀବାଳା ପଣ୍ଡା ହସିହସି ସେ ପହଂଚିଯିବ ଏବେ ବଖରାରେ ତା ହସ ଭିତରୁ ବାହାରି ପ୍ରଜାପତିମାନେ ଉଡ଼ିବୁଲିବେ ବଖରା ସାରା ଆନନ୍ଦରେ। ହସିବାପାଇଁ ଦରକାର ସାହସ ଓ ନିଷ୍ଠା ଶ୍ରଦ୍ଧା ଓ ତ୍ୟାଗ ଦରକାର ବଢେ଼ଇବାକୁ ହାତ ବିନା କିଛି ଉଦ୍ଦେଶ୍ୟରେ। ସବୁରିକୁ ପୂର୍ଣ୍ଣ କରିଦବାର ଇଚ୍ଛା ତା’…

ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା

ସୁରତ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡାଇମଣ୍ଡ ନଗରରେ ହୀରା କାରଖାନାର ଓଡ଼ିଆ ଶ୍ରମିକମାନେ ରାସ୍ତାକୁ ବାହାରି ଜଳାପୋଡ଼ା କରିଥିବା ଅଭିଯୋଗ ହୋଇଛି।। ଶହ ଶହ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସି ହଙ୍ଗାମା କରିବା ସହ ଅଟକି ରହିଥିବା ଟ୍ରକ୍‌ ଆଦିରେ ନିଆଁ ଲଗାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ…

କରୋନା: ଆମେରିକାରେ ଓଡ଼ିଆ ମହିଳା ମୃତ

ନ୍ୟୁଜର୍ସି: ଆମେରିକାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ ହରାଇଛନ୍ତି। ମୃତ ମହିଳାଙ୍କ ବୟସ ୫୦ ବର୍ଷ। ସେ ନ୍ୟୁଜର୍ସିର…

ପ୍ରବାସୀ ଓଡ଼ିଆ ସଙ୍ଗଠନଙ୍କୁ ସହଯୋଗ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ ଡାଉନ। ଲକ ଉାଉନ ଫଳରେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡ଼ିଆ ବାସୀ। ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ମାନଙ୍କୁ ସାହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ଅନୁରୋଧ…

ଭାଲେନ୍‌ଟାଇନ୍ସ ଡେ’ରେ ଷ୍ଟ୍ରିମିଂ…

ଭୁବନେଶ୍ୱର : ଓଲିଉଡରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍‌ ସିରିଜ୍‌ । ସେଥିରେ ଓଲିଉଡର ଅଭିନେତ୍ରୀ ଦିବ୍ୟା ଓ ତମନ୍ନା ବ୍ୟାସ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଏହା ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ୱେବ୍‌ ସିରିଜ୍‌ର କାହାଣୀ ଗତିଶୀଳ ହୋଇଛି । ୱେବ୍‌ ସିରିଜ୍‌ ଟି ର ନାଁ ହେଲା…