Odisha Link
Bridging the Missing Links in Odisha
Browsing Tag

Odia

ଦ୍ବିତୀୟ ବର୍ଷରେ ପାଦ ଦେଲା ଓଡ଼ିଶା…

ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଓଡ଼ିଆ ଖବର ପୋର୍ଟାଲ୍‌ ଓଡ଼ିଶା ଲିଙ୍କ୍ ଆଜି ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ୨୦୧୮ ଡିସେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିବା www.odishalink.com ମାତ୍ର ଗୋଟିଏ ବର୍ଷର ଅବଧିରେ ରାଜ୍ୟର ଖବର ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ଜାହିର କରିପାରିଛି।…

ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେବେ…

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ରରେ ଗୁରୁତ୍ବ। ଭାରତର ସବୁଠାରୁ ଚର୍ଚ୍ଚିତ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ହେବେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଅଛନ୍ତି। ଓଡ଼ିଶାର ମୟୁରଭଞ୍ଜ…

ଭାରତରେ ‘ସବୁ ଭଲ ଅଛି’

ହ୍ୟୁଷ୍ଟନ୍‌: ଗତକାଲି ଆମେରିକାରେ ‘ହାଓଡି ମୋଦି’ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବାକୁ ଆୟୋଜିତ ହୋଇଥିଲା ଏହି ବିଶାଳ କାର୍ଯ୍ୟକ୍ରମ। ଏଥିସହିତ ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି। ପ୍ରବାସୀ…

ଏଣିକି ସବୁ ଗୁଗୁଲ ଆପରେ ଓଡ଼ିଆ

ଭୁବନେଶ୍ବର: ଓଡ଼ିଆଙ୍କ ପାଇଁ ଏକ ଖୁସି ଖବର। ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗୁଲ୍। କାରଣ ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ ପାଇବ। ଏଥିସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ‘ଗୁଗଲ୍‌ ଡିସ୍କଭର୍‌’…

ଦିଲ୍ଲୀରେ ଦାଉଦାଉ ୫ ଓଡ଼ିଆ

ଭୁବନେଶ୍ବର: କଥାରେ ଅଛି ଓଡ଼ିଆ ଭାରି ବଢ଼ିଆ। ବୋଧ ହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକୁ ଏକଥା ବେଶ ପାଇଛି। ଆପଣ ଭାବୁଥିବେ ଆମେ ଏପରି କାହିଁକି କହୁଛୁ। କାରଣ ବର୍ତ୍ତମାନ ସମୟରେ ଦିଲ୍ଲୀ ଦରବାରରେ ଓଡ଼ିଅଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଛି। ସେ ରାଜନୈତିକ ସ୍ତରରେ ହେଉ ବା ପ୍ରଶାସନିକ ସ୍ତରରେ…

କୁଏତରେ ଫସିରହିଥିବା ଓଡ଼ିଆ ଶ୍ରମିକ ଘରକୁ…

ଭୁବନେଶ୍ବର: ଭିଟାମାଟିକୁ ଫେରିଲେ ୧୨ ଓଡ଼ିଆ ଶ୍ରମିକ। କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍‌ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ…

ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ମଧୁ ବର୍ଣ୍ଣବୋଧ ପୋଡ଼ିବା ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍। ଲୋକକବି ହଳଧର ନାଗଙ୍କ ଫଟୋ ବ୍ୟବହାର କରି ଓଡ଼ିଆ ଭାଷା ଓ ବର୍ଣ୍ଣବୋଦ ବିରୋଦରେ ଏଭଳି କାଣ୍ଡକୁ ବିରୋଧ କରି ନିଜେ ଶ୍ରୀ ନାଗ ଗତକାଲି ରାତିରେ ମେଲଛାମୁଣ୍ଡା…

କୁଲି ନଂ ୮୮

ଅନିଲ୍ କୁମାର ପଣ୍ଡାଙ୍କ ଗଳ୍ପ କୁଲି ନଂ ୮୮ ଚଳଚଞ୍ଚଳ ରାଜଧାନୀ ଷ୍ଟେସନ। କାହାରି ପାଖରେ ସମୟ ନାହିଁ ଦୁଇ ପଦ କଥା ହେବାକୁ। ଟ୍ରେନ ଲାଗୁଛି, ଟ୍ରେନ ଛାଡ଼ୁଛି। ଲୋକେ ଗାଡ଼ିରେ ଚଢୁଛନ୍ତି, ଓହ୍ଲାଉଛନ୍ତି। ଯିଏ ଯା’ ବାଟରେ ଚାଲି ଯାଉଛନ୍ତି। ଟିକେଟ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। କୁକୁରଟା ସେଇ…

ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ୪ ଗୋଟି ପ୍ରମୁଖ ଖବର ଚ୍ୟାନେଲର ପ୍ରସାରଣ ସାମୟିକ ଭାବେ ବନ୍ଦ ରହିଛି। ଭୁବନେଶ୍ବର ସହର ଫନି ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଶିକାର ହୋଇଥିବା ବେଳେ ଭୁବନେଶ୍ବରରୁ ପ୍ରସାରଣ ଯୋଗାଉଥିବା ଏହି ଚାରି ଚ୍ୟାନେଲ ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ବରରେ…

ହରପ୍ରସାଦ ଦାସଙ୍କ ବଂଶ ପାଇଁ ପ୍ରଭାତ…

ଭୁବନେଶ୍ବର: ପ୍ରଖ୍ୟାତ ଓଡ଼ିଅ‍ା କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ମହାଭାରତ ପଦ୍ୟ ‘ବଂଶ’ର ହିନ୍ଦୀ ଅନୁବାଦ ନିମନ୍ତେ ବିଶିଷ୍ଟ କବି ଓ ଅନୁବାଦକ ପ୍ରଭାତ ତ୍ରିପାଠୀ ପାଇବେ ସମ୍ମାନଜନକ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮। ମୂଳ ଓଡ଼ିଅ‍ା କବିତା ଗ୍ରନ୍ଥ ବଂଶ ନିମନ୍ତେ ହରପ୍ରସାଦ ଦାସ ୨୦୧୩…