Odisha Link
Bridging the Missing Links in Odisha
Browsing Tag

Odisha Government

ସରକାରୀ କର୍ମଚାରୀଙ୍କ ପାଇଁ ସିସିଆର…

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି | ଏଣିକି ରାଜ୍ୟର ଗ୍ରୁପ୍-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବ ନାହିଁ। କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।…

ବିଜେପିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ରକ୍ଷକ ଏଠି ଭକ୍ଷକ…

ବାରଙ୍ଗ ବିଡିଓଙ୍କୁ ୪୦ ହଜାର ଲାଞ୍ଚ ଦେଲେ…

ଭୁବନେଶ୍ବର: 'ରାଜ୍ୟ ସରକାର ସ୍ବଚ୍ଛତା କଥା କହୁଛନ୍ତି, ଦୁର୍ନୀତି ହଟାଇଛୁ ବୋଲି କହୁଛନ୍ତି। ଅଥଚ ମୁଁ ନିଜେ ରଂଜୀବ ବିଶ୍ବାଳ ନଥି ପାରିତ କରାଇବା ପାଇଁ ନିରାଶ ହୋଇ ଶେଷରେ ବାରଙ୍ଗ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ଦେଇଛି।' ଆଜି କନକ ନ୍ୟୁଜର ୧୦ମ ସ୍ବନକ୍ଷତ୍ର ଉତ୍ସବରେ…

ସ୍ୱପ୍ନ ଦେଖାଇଲେ ସରକାର: ୭୦ ଲକ୍ଷ କୋଟି…

ଭୁବନେଶ୍ୱର : ଜେଏସଡବ୍ଲ୍ୟୁ ଓ ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ୨୦୫୦ ସୁଦ୍ଧା ଓଡ଼ିଶା ୧ ଟ୍ରିଲିୟନ(ପ୍ରାୟ ୭୦ ଲକ୍ଷ କୋଟି ଟଙ୍କା) ଡଲାର ଅର୍ଥନୀତି ହେବ। ଭିଜନ୍‌ ଡକ୍ୟୁମେଣ୍ଟରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…

ଦ୍ବିତୀୟ ଶ୍ରୀକ୍ଷେତ୍ର ଭେଳିକି

ରାଜ୍ୟର ଅନ୍ୟତମ ସର୍ବପୁରାତନ ମନ୍ଦିର ଶ୍ରୀମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧା ଯୋଗୁଁ କାଳକ୍ରମେ ପୁରୀ ସହର ଶ୍ରୀପୁରୁଷୋତ୍ତମକ୍ଷେତ୍ର, ଶଙ୍ଖକ୍ଷେତ୍ର ଓ ଶ୍ରୀକ୍ଷେତ୍ର ନାମରେ ଖ୍ୟାତ ହୋଇଛି। ତେବେ ସରକାରୀ ରାଜସ୍ବ ନଥିରେ ଏ ସହରର ନାମ ପୁରୀ ହିଁ ରହିଛି। ଅନୁରୂପ ଭାବେ ସ୍ଥାନୀୟ ଐତିହ୍ୟ ଓ…

ସରକାରୀ ସେବା ଓ ଛୁଟି ପାଇଁ ପଚାରିବ କିଏ…

ରାଜ୍ୟ ସରକାର ସରକାରୀ ଅଧିକାରୀମାନଙ୍କ ପାଇଁ ୪ର୍ଥ ଶନିବାର ଛୁଟି ଘୋଷଣା କଲେ, ସେହିଭଳି ସରକାରୀ ସେବା ଲୋକମାନେ ଠିକ୍ ଠାକ୍ ପାଉଛନ୍ତି କିମ୍ବା ନାହିଁ ସେ କଥା ବୁଝିବାକୁ ଉପଦେଶ ଦେଲେ। ଏଇ ଦୁଇଟି ପ୍ରସଙ୍ଗରେ ଲୋକସରକାରରେ ଭାଷଣ ବା ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଲୋକମତ ନିଆଯାଇପାରିଲା ନାହିଁ !…

ସରକାର କ’ଣ ଅପାରଗ ?

ଶୁଭ୍ରାଂଶୁ ପଣ୍ଡା: ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ୨୮ ତାରିଖ ଯାଏଁ ୯ ଦିନ ବ୍ୟାପୀ ପ୍ରଥମ ଥର ପାଇଁ ସରକାରୀ ଉଦ୍ୟମରେ ଏକ ପୁସ୍ତକମେଳା ହେଉଛି। ଲେଖକ, ପ୍ରକାଶକ ଓ ପୁସ୍ତକପ୍ରେମୀଙ୍କ ପାଇଁ ଏହା ଏକ ସୁଖବର ନିଶ୍ଚୟ। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ସଂସ୍କୃତି ବିଭାଗ 'ଓଡ଼ିଶା…