Odisha Link
Bridging the Missing Links in Odisha
Browsing Tag

Odisha Government

୧୧,୨୦୦ କୋଟିର ଅତିରିକ୍ତ ବଜେଟକୁ ରାଜ୍ୟ…

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ କରିଛନ୍ତି। ଆଜି ସଂଧ୍ୟାରେ ବସିଥିବା ରାଜ୍ୟ ମନ୍ତ୍ରୀପରିଷଦର ବୈଠକରେ ଏହାକୁ ମଞ୍ଜୁର କରାଯାଇଛି। ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ। ଗତ ଫେବ୍ରୁଆରି ମାସରେ ରାଜ୍ୟ…

ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା…

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। ଏହାକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ…

ବନ୍ୟା ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ…

ଭୁବନେଶ୍ବର: ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ କରାଯାଇଛି। ମମ୍ଭାବ୍ୟ ବନ୍ୟ ପ୍ରଭାବରେ ସାଧାରଣଲୋକଙ୍କ ଧନଜୀବନ ନଷ୍ଟ ନ ହେବ ସେ ଦିଗକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ…

ଭୁବନେଶ୍ୱର: କୋଠାବାଡି ନିର୍ମାଣ ନିୟମରେ ପରବର୍ତନ କରିଛନ୍ତି ରାଜ୍ୟ ସରାକର। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଂଟ କୁହାଯିବ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡିବନି ଅନୁମତି । ସେହିଭଳି ଆଉ ମଡେଲ ପ୍ଲାନ ଅନୁମତି ପାଇଁ…

୩ ବିମାନରେ ଓଡ଼ିଶା ଫେରିଲେ ପ୍ରବାସୀ…

ଭୁବନେଶ୍ବର: ଲକ୍‌ଡାଉନ୍‌ କାରଣରୁ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସରକାର ଫେରାଇ ଆଣିଛନ୍ତି। ୩ଟି ଏୟାର ଏସିଆ ବିମାନ ଯୋଗେ ୩୫୦ ଜଣ ଶ୍ରମିକଙ୍କୁ ଭୁବନେଶ୍ବର ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଜମ୍ମୁକଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ଶମ୍ବା…

କରୋନା ମୁକାବିଲା: ୨ ବର୍ଷ ପାଇଁ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ଯେ, "ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି। ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର…

ରାତି ୯ରେ ଲାଇଟ୍‌ ବନ୍ଦ: କ’ଣ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ଦେଶବାସୀ ବିଦ୍ୟୁତ୍‌ ଆଲୋକ ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। କରୋନା ଲଢ଼େଇ ବିରୋଧରେ ଏକତା ପ୍ରଦର୍ଶନ ପାଇଁ ଏ ସମୁହ ଲାଇଟ୍‌ ଅଫ୍‌ ସମୟରେ କ'ଣ କରିବେ ଓ କ'ଣ ନ କରିବେ ସେ ନେଇ ନିର୍ଦ୍ଦେଶ…

କରୋନା କ’ଣ ଗୁପ୍ତରୋଗ? ଲୋକଙ୍କ…

ଶୁଭ୍ରାଂଶୁ ପଣ୍ଡା କରୋନା ଏକ ଭୂତାଣୁ। ସାରା ବିଶ୍ବରେ ପ୍ରାୟ ୬ ଲକ୍ଷ ପାଖାପାଖି ଲୋକ ଏବେ ଏ ରୋଗରେ ପୀଡ଼ିତ। ଏହା କୌଣସି ଯୌନରୋଗ, ଗୁପ୍ତରୋଗ ବା ଲଜ୍ଜାଜନକ ରୋଗନୁହେଁ। ବହୁ ସେଲିବ୍ରିଟିଙ୍କୁ ଏ ରୋଗ ହୋଇଛି ଓ ଅନ୍ୟର ସଚେତନତା ପାଇଁ ସେମାନେ ନିଜେ ଏ କଥା ଜଣାଇଛନ୍ତି। ଅଥଚ ଓଡ଼ିଶାରେ ସରକାର…

କରୋନା: ଏକାଠି ହୋଇ ପାରିବେନି ୭ରୁ ଅଧିକ…

ଭୁବନେଶ୍ବର: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା…

କରୋନା: କଳକାରଖାନା କର୍ମଚାରୀଙ୍କ ପାଇଁ…

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ମୁତାବକ କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଯେପରି ହାତ ଧୋଇବେ ଏବଂ ସଫା ସୁତରା…