ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ପାରିତ; ଏହି…
ଓଏଲ୍ ବ୍ୟୁରୋ: ବିଧାନସଭାରେ ପାରିତ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍-୨୦୨୩। ମୌସୁମୀ ଅଧିବେଶନର ତୃତୀୟ ଦିବସରେ ଏହି ବିଲ୍ଟି ପାରିତ ହୋଇଛି। ଆପାର୍ଟମେଣ୍ଟ ବିଲ୍ ସହିତ ଅନ୍ୟ ୬ଟି ବିଲ୍ ପାରିତ ମଧ୍ୟ ହୋଇଛି। ପଦ ଓ ସେବା ସଂରକ୍ଷଣ ବିଲ୍, ଓଡ଼ିଶା ଚକବନ୍ଦୀ…