Odisha Link
Bridging the Missing Links in Odisha
Browsing Tag

Odisha Weather Updates

ଓଡ଼ିଶାରେ ଆହୁରି ୪ ଦିନ ହିଟ୍‌ ଓ୍ବେଭ୍‌,…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲାଣି ପାରଦ। ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ…

୩୫ ଡିଗ୍ରୀ ଉପରେ ୧୮ ସହର

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

ଦୀପାବଳୀ ପରେ ଭିଜିବ ଓଡ଼ିଶା, ବଦଳିବ…

ଓଏଲ୍‌ ବ୍ୟୁରୋ: ଦୀପାବଳୀ ପରେ ବଦଳିବ ରାଜ୍ୟର ପାଣିପାଗ। ଦକ୍ଷିଣପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୧୫ନଭେମ୍ବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୧୬ ତାରିଖ…

ଅସହ୍ୟ ହେଲାଣି ଖରା ; ତାପମାତ୍ରା ୪୦…

ଓଏଲ୍‌ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ନହଉଣୁ ଅସହ୍ୟ ହେଲାଣି ତାତି। ଗରମରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଏବେଠୁ କଲବଲ କଲାଣି ଖରା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ରାଜ୍ୟରେ ଗତ ନଭେମ୍ବରରୁ ବର୍ଷା ହୋଇନଥିବାରୁ ମାଟି ଶୁଷ୍କ ରହିଛି। ବାୟୁ ଚଳାଚଳ ମଧ୍ୟ ସଠିକ ଭାବରେ…

ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ…

ଓଏଲ୍‌ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ଦେଖାଯାଇଛି କୁହୁଡିର ଆସ୍ତରଣ। କୁହୁଡି ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ କମିବା ସହ ତାପମାତ୍ରା ବୃଦ୍ଧିପାଇବ। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳ‌ରେ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଘନ କୁହୁଡି ବୃଦ୍ଧି ଯୋଗୁଁ ଚଳପ୍ରଚଳ ବାଧାପ୍ରାପ୍ତ ହୋଇପାରେ ତେଣୁ…

ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୨…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ବିତ୍ପାତ। ଗୋଟିଏ ଲଘୁଚାପ ଯାଉ ଯାଉ ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ୨୪ ଘଣ୍ଟାରେ ଅବପାତର ରୂପ ନେବ। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଉପକୂଳ ଓଡ଼ିଶାର ୭ ଜିଲ୍ଲାକୁ ରେଡ…

ରୂପରେଖ ବଦଳାଉଛି ‘ଅସାନି’

ଓଏଲ୍‌ ବ୍ୟୁରୋ: ବାତ୍ୟା 'ଅସାନି'କୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌। ସମୟ ଗଡ଼ିବା ସହ ବାତ୍ୟାର ରୂପରେଖ ବଦଳିବାରେ ଲାଗିଛି। ଏହାରିମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ଦେଇଛନ୍ତି ବଡ଼ ପ୍ରତିକ୍ରିୟା। ଶ୍ରୀ ଜେନା କହିଛନ୍ତି, ଉତ୍ତର, ଉତ୍ତର-ପଶ୍ଚିମ…

ରାଜ୍ୟରେ ମୁଣ୍ଡଫଟା ଖରା, ୩୯ ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ସରିନି ହେଲେ ହେଲାଣି ମୁଣ୍ଡଫଟା ଖରା। ଜାଡ଼ ଛାଡ଼ଉ ଛାଡ଼ୁ ଛାଡ଼ୁ ରାଜ୍ୟରେ ଡଠାତ୍‌ ଉପରମୁହାଁ ତାତି। ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଅନୁଗୁଳ। ୩୯7 ଡିଗ୍ରୀ ସହ ଅନୁଗୁଳ ପାଲଟିଛି ସବୁଠୁ ଉତ୍ତପ୍ତ ସହର। ୧୨ଟି ସହରରେ ଦିନ ତାପମାତ୍ରା ୩୮ଡ଼ିଗ୍ରୀ କିମ୍ବା…

୩୭ ଡିଗ୍ରୀ ଉପରେ ୧୨ ସହର, ସବୁଠୁ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ରାଜ୍ୟରେ ଅସହ୍ୟ ତାତି। ତାତିରେ ଆଉଟପାଉଟ ହେଲେଣି ଲୋକେ। ଏସବୁ ମଧ୍ୟରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ବଲାଙ୍ଗୀର। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରେ ୩୮.୩ ଡିଗ୍ରୀ ରହିଛି। ଯାହା ରାଜ୍ୟରେ ସର୍ବାଧିକ। ସବୁଠୁ…

କାଲିଠୁ ବର୍ଷା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ସମ୍ଭାବନା। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪ ତାରିଖରେ…