Odisha Link
Bridging the Missing Links in Odisha
Browsing Tag

Oidsha

ଆଜିଠୁ ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦର…

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେବ ବର୍ଦ୍ଧିତ ବିଜୁଳି ଦର। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବୃଦ୍ଧି କରିଥିବା ୟୁନିଟ୍‌ ପିଛା ୩୦ ପଇସା ବିଜୁଳି ଦର ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି। ଦରବୃଦ୍ଧି ପରେ ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍‌ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା…

ଦୂତୀଙ୍କୁ ଚାକିରିରେ ପଦୋନ୍ନତି ଦେଲେ…

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଉପହାର ଦେଲେ ସରକାର। ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି)ରେ କାର୍ଯ୍ୟରତ ଥିବ ଦୂତୀ ଚାନ୍ଦଙ୍କୁ ପଦୋନ୍ନତି ମିଳିଛି। କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଏବଂ ‘ଅର୍ଜୁନ’ ପୁରସ୍କାର ପାଇବା ପରେ ଦୂତୀଙ୍କୁ ରାଜ୍ୟ ସରକାର ପୁରସ୍କାର ସ୍ୱରୂପେ ଚାକିରିରେ…

କରୋନା ମୁକାବିଲା:କେନ୍ଦ୍ର ଦେଲା ୮୯୦…

ନୂଆଦିଲ୍ଲୀ: କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୯୦.୩୨ କୋଟି ଟଙ୍କା ଜାରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର…

ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ…

ଭୁବନେଶ୍ବର: ରାଉରକେଲା ଆଇଜିଏଚରେ ରାଜ୍ୟର ୩ୟ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନ ସମାରୋହ ପାଇଁ ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ…

ପୂର୍ବ ଭାରତରେ ପ୍ରଥମ: ସୋଆ…

ଭୁବନେଶ୍ୱର: ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ । ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା ନେଇ ସୋଆ ଅଭୁୁତପୂର୍ବ…

ମାଗଣାରେ ୫ ମାସର ଚାଉଳ ଡାଲି ପାଇବେ…

ଭୁବନେଶ୍ବର: କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ…

୪ ସହରରେ ଆରମ୍ଭ ହେଲା “ଟେଲି ମେଡିସିନ”…

 ଭୁବନେଶ୍ବର: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନଜରରେ ରଖି…

ଲକ୍‌ଡାଉନ୍ ଅବଧିରେ ଓଡ଼ିଶାବାସୀଙ୍କ…

ଭୁବନେଶ୍ବର: କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ…