Odisha Link
Bridging the Missing Links in Odisha
Browsing Tag

oldman

ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

ଜଟଣୀ: ନଦୀକୁ ଗାଧୋଇ ଯାଇ ବୃଦ୍ଧ ନିଖୋଜ। ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ନିରଞ୍ଜନପୁର ଗ୍ରାମରେ ଘଟିଛି। ନିଖୋଜ ବୃଦ୍ଧ ହେଲେ ଦେବରାଜ ଜେନା(୬୫) । ସେ ଶୁକ୍ରବାରଠାରୁ ଖଣିକୁ ଗାଧୋଇବାକୁ ଯାଇ ଆଉ ଫେରି ନାହାନ୍ତି। ତେବେ ଖଣିର ଗଭୀର ଗଣ୍ଡ ପାଣିରେ ଡୁବି ଯାଇଥିବା ସନ୍ଦେହ କରାଯାଉଛି ।…

ପଖନାଗୁଡ଼ା ଗ୍ରାମରେ ବୃଦ୍ଧ ମୃତ

ନବରଙ୍ଗପୁର : ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଚିଯାଇଛି । ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକଙ୍କ ନାମ ସମଦୁ ଗଣ୍ଡ ଓ ତାଙ୍କର ବୟସ ୬୦ । ଡାବୁଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ…

ଆଜିଯାଏଁ ବଞ୍ଚି ରହିଛି ଅନ୍ଧବିଶ୍ବାସ…

ଚୌଦ୍ୱାର : ଏବେବି ଆଧୁନିକ ଯୁଗରେ ଗୁଣିଗାରେଡ଼ି ଉପରେ ମଧ୍ୟ ଲୋକ ମାନଙ୍କର ବିଶ୍ବାସ ରହିଛି । ଅନ୍ଧବିଶ୍ୱାସ କେତେ ଭୟଙ୍କର ହୋଇପାରେ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।…