Odisha Link
Bridging the Missing Links in Odisha
Browsing Tag

Online Exam

ନିର୍ବାଚନ ପାଇଁ ୩ ଦିନ ପରୀକ୍ଷା ବନ୍ଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନଏସି ସହିତ ୩ ମହାନଗରରେ ହେବ ଭୋଟ୍‌ ଗ୍ରହଣ। ଏହାକୁ ନଜରରେ ରଖି ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ…

ଅନଲାଇନ୍‌ ପରୀକ୍ଷା ଦାବିରେ…

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଯାଏହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଅନଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଅନଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ଦାବି କରି ଆଜି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ…

ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ

ବୁର୍ଲା: ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ। ଅନ୍‌ଲାଇନ୍‌ ଜରିଆରେ ହେବ ସମସ୍ତ ଶ୍ରେଣୀର ପରୀକ୍ଷା। ଆସନ୍ତା ୧୭ରୁ ଅନଲାଇନରେ ହେବ ପାଠପଢା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ କରିବାକୁ ଗତ ୧୦ ତାରିଖରେ ଛାତ୍ରଛାତ୍ରୀ…

ଅନ୍‌ଲାଇନରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହେବ ବିପିୟୁଟି ପରୀକ୍ଷା। କରୋନା ମହାମାରୀ କାରଣରୁ ବିଭିନ୍ନ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପାଇଁ ବିପିୟୁଟି ପରୀକ୍ଷାକୁ ଅନ୍‌ଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ…