Odisha Link
Bridging the Missing Links in Odisha
Browsing Tag

Open

କରୋନା କଟକଣା ମଧ୍ୟରେ ଖୋଲିଲା…

ଭୁବନେଶ୍ୱର: ଅନ୍‌ଲକ୍‌ ୪ ରେ ରାଜ୍ୟରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ରେଷ୍ଟୁରାଣ୍ଟ ଓ ବାର୍‌ ଖୋଲିଛି। ଏଣିକି ରାଜ୍ୟରେ ହୋଟେଲ, ବାର ଓ ରେଷ୍ଟୁରାଣ୍ଟରେ ଗ୍ରାହକ ମାନେ ବସି ଖାଇ ପାରିବେ। ଗତକାଲି ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି…

ଫୁଲୁଛି ମହାନଦୀ, ହୀରାକୁଦର ୨୮ଟି ଗେଟ୍…

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆହୁରି ୪ଟି ଗେଟ୍‌ ଖୋଲାଯାଇଛି ଫଳରେ ହୀରାକୁଦରେ ମୋଟ ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରରେ ୬ ଲକ୍ଷ ୫୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା…

ଲକ୍‌ଡାଉନ୍‌ରେ ଖୋଲା ରହିବ ମଦ ଦୋକାନ

ଓଏଲ୍‌ ବ୍ୟୁରୋ: କରୋନା କାଳରେ ମଦ୍ୟପ ମାନଙ୍କ ପାଇଁ ଭଲ ଖବର। ଏଣିକି ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଖୋଲା ରହିବ ମଦ ଦୋକାନ। ଲକ୍‌ଡାଉନ୍‌ରେ ମଦ ଏବଂ ବିୟର ଦୋକାନ ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦୋକାନଗୁଡ଼ିକରେ ଲାଗୁ ହେବ ବୋଲି…

ଆଜିଠୁ ଖୋଲା ସବୁ ଦୋକାନ: ଗ୍ରାମାଞ୍ଚଳ ଓ…

ନୂଆଦିଲ୍ଲୀ: ପୂର୍ବରୁ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ଏହାକୁ କୋହଳ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଜି ଠାରୁ (୨୫ ଏପ୍ରିଲ ୨୦୨୦) ଅଣ-ଜରୁରୀ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର…