Odisha Link
Bridging the Missing Links in Odisha
Browsing Tag

OTV

କର୍ମଚାରୀଙ୍କ ମୃତ୍ୟୁ ହେଲେ ଚାକିରି,…

ଭୁବନେଶ୍ବର: କୋଭିଡ୍‌ କାରଣରୁ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ତା ସାଙ୍ଗକୁ ଯୋଗ୍ୟତା ଭିତ୍ତିରେ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ମଧ୍ୟ ମିଳିବ। ଆଜି ରାଜ୍ୟର ଦୁଇ ପ୍ରମୁଖ ଟେଲିଭିଜନ୍‌ ଚ୍ୟାନେଲ ଓଟିଭି ଓ କଳିଙ୍ଗ ଟିଭି ଏପରି ଘୋଷଣା କରିଛନ୍ତି। କୋଭିଡ୍‌…

ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ…

ଭୁବନେଶ୍ୱର: ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି ସାଂସଦ ଚନ୍ଦ୍ରାଣୀ। ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି। ମୋତେ ବଦନାମ…

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସେକ୍ସ ଭିଡିଓ…

ଭୁବନେଶ୍ବର: ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଭୁବନେଶ୍ବର ସ୍ଥିତ ତାଙ୍କ ଘର ନିକଟରୁ ଆଜି ଅପରାହ୍ଣରେ କେନ୍ଦୁଝର ପୁଲିସ ଉଠାଇ ନେଇଥିଲା। ଏପରିକି ତାଙ୍କ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲା ପୁଲିସ। ଏ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗଣମାଧ୍ୟମରେ ନୂଆ ତଥ୍ୟ ଆସିଛି। ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ନଥିଲେ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରି ନ ଥିଲେ ଓ ଗଣମାଧ୍ୟମକୁ ମିଛ ଫଟୋ ତଥା ଭିଡିଓ ଦିଆଯାଇଛି ବୋଲି ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓଟିଭିରେ ଗତକାଲି ଠାରୁ ଏକ ଖବର ପ୍ରସାରଣ ହୋଇଆସୁଛି। ତେବେ ଏ ନେଇ ଆଜି ରାଜ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ମିଛ…

ଓଟିଭି ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ତାଙ୍କ ଘର ପାଖରୁ ଉଠାଇନେଇଛି ପୁଲିସ। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ସହ ଥିବା ଓଟିଭିର ଅନ୍ୟ ଜଣେ ମହିଳା କର୍ମଚାରୀ। ପୁଲିସ ତାଙ୍କୁ ଉଠାଇ ନେବା ପୂର୍ବରୁ ଫୋନ୍‌ ଛଡ଼ାଇ ନେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ମହିଳା ସାମ୍ବାଦିକ ସୂଚନା ଦେଇଛନ୍ତି।…

ଓଟିଭି ବିରୋଧରେ ମାନହାନି ମୋକଦ୍ଦମା…

ନୂଆଦିଲ୍ଲୀ: ଓଟିଭି ବିରୋଧରେ ମାନହାନି ମୋକଦ୍ଦମା ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ତାଙ୍କ ନାଁରେ ଉଦ୍ଦ୍ୟେଶମୂଳକ ଭାବେ ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରସାରଣକୁ ବିରୋଧ କରି ଅନୁଭବ ଦିଲ୍ଲୀ କୋର୍ଟରେ ମୋକଦ୍ଦମା ରୁଜୁ କରିଛନ୍ତି। ଏନେଇ ସାଂସଦ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା…

ଭୁବନେଶ୍ୱର: ଓଟିଭି ଦୋରାତ୍ମ୍ୟ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଗ୍ରାମବାସୀ। ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସରୁଆ ଗ୍ରାମରେ। କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ଜମି କିଣିଥିଲେ। ସେମାନେ ସେଠାରେ…

ଓଟିଭି ଚ୍ୟାନେଲ୍‌ ଆସୁଥିବା ହୋଟେଲ୍‌…

ଭୁବନେଶ୍ବର: ଦୁଇଦିନ ହେଲା କରୋନା ସଂକ୍ରାନ୍ତ ଏକ ଭାଇରାଲ୍‌ ଅଡିଓର ପ୍ରସାରଣ ନେଇ ରାଜ୍ୟ ସରକାର ଓ ଓଟିଭି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ ଏବେ ଚର୍ଚ୍ଚାରେ। ଏକଦା ଓଟିଭି ଗ୍ରୁପ୍‌ ସହ ବେଶ୍‌ ଘନିଷ୍ଠ ଥିବା ଅନୁଭବ…