Odisha Link
Bridging the Missing Links in Odisha
Browsing Tag

Payal Ghosh

ପାୟଲ ଘୋଷଙ୍କ ଉପରେ ମାନହାନି ମାମଲା

ମୁମ୍ବାଇ : ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ଘୋଷ ସିନେମା ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି ଋଚା ଚଡ୍ଢା। ଋଚା ପାୟଲଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ପାୟଲ ଅନୁରାଗଙ୍କ ଉପରେ ଅଭିଯୋଗ ଆଣି…

ଯୌନ ନିର୍ଯାତନା ଅଭିଯୋଗ: ଜେରା ‌ବେଳେ…

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ସମନ ଜାରି କରିଥିଲା। ସମନ ଜାରି ପରେ ଗତକାଲି ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଥିଲେ ଅନୁରାଗ…

ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ମୁମ୍ବାଇ: ଥାନାରେ ହାଜର ହେଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ମୁମ୍ବାଇ ବର୍ସୋବା ପୋଲିସ୍ ଷ୍ଟେସନରେ ପହଞ୍ଚିଛନ୍ତି ଅନୁରାଗ। ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ ମାଲାରେ ଥାନାରେ ହାଜର ହୋଇଛନ୍ତି ଅନୁରାଗ। କାଲି ମୁମ୍ବାଇ ପୋଲିସର ସମନ ପରେ ଆଜି ଥାନାରେ ହାଜର ହୋଇଛନ୍ତି ଅନୁରାଗ।…

ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ…

ମୁମ୍ବାଇ: ପୁଣି ଓସିୱାର ପୋଲିସ ଷ୍ଟେସନରେ ପହଞ୍ଚିଲେ ଅଭିନେତ୍ରୀ ପାୟଲ ଘୋଷ। ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମଲାରେ କଶ୍ୟପଙ୍କୁ ଗିରଫ ଦାବିରେ ଅଭିନେତ୍ରୀ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରି ସେ ଥାନାରେ ଏତଲା ଦେଇଛନ୍ତି।…

ଯଦି ମୋର ଝୁଲନ୍ତା ମୃତଦେହ ମିଳେ, ମନେରଖ…

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ପାୟଲ ଘୋଷ ତାଙ୍କ ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟକର ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି, ଯଦି ମୋର ଝୁଲନ୍ତା ମୃତଦେହ ମିଳେ, ତେବେ ମନେରଖ ମୁଁ…

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯାତନା…

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପାୟଲ ଏହି ମାମଲାରେ କହିଛନ୍ତି- ଅନୁରାଗ ତାଙ୍କୁ…