Odisha Link
Bridging the Missing Links in Odisha
Browsing Tag

Plasma Donates

ଧର୍ମକୁ ବଳିଲା ମାନବିକତା: ରୋଜା ଭାଙ୍ଗି…

ରାଜସ୍ଥାନ: ଧର୍ମକୁ ବଳିଲା ମାନବିକତା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ଉଦୟପୁରରୁ ଜଣେ ଯୁବକ। ସ୍ବାର୍ଥପର ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। କରୋନା କାଳରେ ଜୀବନ ମୃତ୍ୟୁ ସହ ଲୋକମାନେ ସଙ୍ଘର୍ଷ କରୁଥିବା ବେଳେ ମଣିଷ…

ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ: ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ। କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ଏସ୍‌ସିବି ମେଡିକାଲ୍‌ରେ ପହଞ୍ଚି ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର। ଆଜି ପ୍ଲାଜମା ଦାନ କରିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। କରୋନାରୁ…

ପ୍ଲାଜମା ଦାନ କରିବା ପାଇଁ ଗଲେ ତିନି ଜଣ

ଭଦ୍ରକା: ଭଦ୍ରକ ଜିଲ୍ଲାରୁ ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ ପାଇଁ ନିଜସ୍ଵ ଭାବେ ଆଗ୍ରହ ଦେଖାଉଛନ୍ତି। ପୂର୍ବରୁ ୪ ଜଣ ପ୍ଲାଜମା ଦାନ କରିଥିଲେ। ପ୍ରଥମେ ଦିଲ୍ଲୀପ କୁମାର ସାମଲ, ମାନସ କୁମାର ଦାସ, ରାମାକାନ୍ତ ଲେଙ୍କା ଓ ପ୍ରଶାନ୍ତ କୁମାର ବେହେରା ନିଜର ପ୍ଲାଜମା ଦାନ କରିଥିଲେ। ଆଜି ଜିଲ୍ଲାର ଅନ୍ୟ…

କରୋନା ମୁକାବିଲା: ଓଡ଼ିଶା ପୁଲିସର ୫୨…

ଭୁବନେଶ୍ବର: ବର୍ତ୍ତମାନ ସମୟରେ କରୋନାକୁ ମାତ୍‌ ଦେବାରେ ବେଶ୍‌ ଫଳପ୍ରଦ ହୋଇଛି ପ୍ଲାଜମା ଚିକିତ୍ସା। ଏହାକୁ ନଜରରେ ରଖି ଓଡ଼ିଶା ପୁଲିସର ୫୨ ଜଣ କରୋନା ଯୋଦ୍ଧା ବର୍ତ୍ତମାନ ସୁଦ୍ଧା ପ୍ଲାଜମା ଦାନ କରି କରୋନା ମୁକାବିଲାରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେମାନେ କରୋନା ସଂକ୍ରମଣରୁ…