Odisha Link
Bridging the Missing Links in Odisha
Browsing Tag

Potato

ଲକ୍‌ଡାଉନରେ କଳାବଜାରୀ: ଆଳୁ, ପିଆଜ ଦର…

କଟକ: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ। ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ସଥା ତେଜୁରାତି ଓ ପନିପରିବା ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକ୍‌ଡାଉନରେ ଲୋକେ ଅଧିକ ପରିମାଣରେ କିଣୁଥିବା ବେଳେ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି।…

ଓଡ଼ିଶାରେ ଆଳୁ ୩୦ ଛୁଇଁଲା

ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ଆଳୁ ଦର। କରୋନା ଓ ଲକ୍‌ଡାଉନ୍ କଟକଣା ଲାଗି ରହିଥିବାରୁ ଗରିବ ଲୋକେ ସମ୍ପୂର୍ଣ୍ଣ ରୋଜଗାରକ୍ଷମ ହୋଇ ପାରିନାହାନ୍ତି। ହେଲେ ଏଭଳି ସ୍ଥିତିରେ ରଜ୍ୟର ଖାଉଟି ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ସପ୍ତାହରେ ଖୁଚୁରା ବଜାରରେ କିଲୋ…

ପିଆଜ ପରେ ବଢ଼ିଲା ଆଳୁଦର

ଭୁବନେଶ୍ୱର: ଶସ୍ତାରେ କିଣି ଚଢା ଦାମରେ ଆଳୁ ବିକ୍ରି ହେଉଛି। ଏବେ ସମସ୍ତ ତରକାରୀ , ନିରାମିଷ ଓ ଆମିଷ ସବୁଥିରେ ଆଳୁର ଆବଶ୍ୟକତା ରହିଛି । ମାତ୍ର ଆଳୁଦର ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି । ପିଆଜ ଦର ଦେଢ ଶହରୁ ଖସି ୪୫ଟଙ୍କାରେ ପାଇକାରୀ ମୂଲ୍ୟ ପହଞ୍ଚିଥିବା ବେଳେ ଆଳୁଦର ବଢିଯାଇଛି । ରାଜଧାନୀର ଅନେକ…

ପିଆଜ ପରେ ଆଳୁ ବେପାରୀଙ୍କ କଳାବଜାରୀ

ଭୁବନେଶ୍ବର: ପିଆଜ ପରେ ଏବେ ଆଳୁ ସଂଙ୍କଟ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହ୍ରାସ ପାଇନାହିଁ ହେଲେ ବେପାରୀଙ୍କ କଳାବଜାରୀ ଯୋଗୁଁ ଆଳୁ ଦର ବୃଦ୍ଧି ପାଇଛି। ପାଇକାରୀ ଦର କ୍ବିଣ୍ଟାଲ୍‌ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର…

ପିଆଜ ପରେ କନ୍ଦେଇବ ଆଳୁ

ଭୁବନେଶ୍ବର: ପିଆଜ ପରେ ଏବେ ଆଳୁ ପାଳି। ଆଳୁ ଦରବୃଦ୍ଧି ଖାଉଟିଙ୍କୁ କନ୍ଦେଇବା ଆଶଙ୍କା ଜଳଜଳ ଦେଖାଗଲାଣି। ଗତକାଲିଠାରୁ ହଠାତ୍ ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଖାଉଟି ମହଲରେ ଚିନ୍ତା ବଢ଼ାଇଛି। ଦୁଇ ଦିନ ପୂର୍ବେ ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ ଟଙ୍କା ପଡ଼ୁଥିବା ଆଳୁ ଏବେ ୨୪/୨୫ ଟଙ୍କାରେ ବିକ୍ରି…