Odisha Link
Bridging the Missing Links in Odisha
Browsing Tag

PRATAP CHANDRA SADANGI

କ୍ବାରାଣ୍ଟିନରେ ରହିଲେ ପ୍ରତାପ ନନା

ଭୁବନେଶ୍ବର: ହୋମ କ୍ବାରାଣ୍ଟନିରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ…

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ…

ନୂଆଦିଲ୍ଲୀ: ଗତକାଲି ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ବିଲ୍‌ ପାରିତ ହୋଇଛି। ଏଥିସହିତ ପୁଣି ୬ମାସ ପରେ ସଂସଦରେ ଶୁଭିଲା ସଂସ୍କୃତ ଭାଷା। ପୁଣିଥରେ ସଂସ୍କୃତରେ ଅଜସ୍ବୀ ଭାଷଣ ଦେଇ କମ୍ପେଇଲେ ପୁରା ସଂସଦ। ଗତକାଲି ବାଲେଶ୍ବର ସାଂସଦ ତଥା ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ଭାଷଣରେ…

ଭାରତ ଇତିହାସ ଭୁଲ

ଭୁବନେଶ୍ବର: ଭାରତର ଇତିହାସ ସଂପୂର୍ଣ୍ଣ ଭୁଲ। ପିଲାଙ୍କୁ ଭୁଲ ଇତିହାସ ଶିକ୍ଷା ଦିଆଯାଉଛି। ଲୋକଙ୍କୁ ଭୀରୁ କରିବା ପାଇଁ ଚେଷ୍ଟା କରାଯାଉଛି। ଭାରତୀୟଙ୍କ ଦେଶପ୍ରେମ ଓ ଗୌରବଭାବକୁ ସମାପ୍ତ କରିବା ପାଇଁ ଏଭଳି ଲେଖା ଯାଇଥିବାରୁ ଇତିହାସକୁ ପୁଣିଥରେ ଲେଖିବା ଜରୁରୀ ବୋଲି ଗତକାଲି ଏକ କାର୍ଯ୍ୟକ୍ରମରେ…

ମୋ ସରକାର କାର୍ଯ୍ୟକ୍ରମକୁ ସମାଲୋଚନା କଲେ…

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହାକୁ ସେ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା ବୋଲି କହିଛନ୍ତି ପ୍ରତାପ । ସେ କହିଛନ୍ତି ଯେ, ‘ମୁଁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଡାକ୍ତରଖାନା ଯାଇଥିଲି। ସେଠାରେ ଡାକ୍ତର ନାହାନ୍ତି । ମାଗଣା ଔଷଧ…

୫ଟି ଭାଷାରେ ବକ୍ତବ୍ୟ ଦେଲେ ପ୍ରତାପ,…

ନୂଆଦିଲ୍ଲୀ: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ଚର୍ଚ୍ଚାରେ। ଲୋକସଭାର ୧୭ତମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମେ ଧନ୍ୟବାଦ ଅଭିଭାଷଣ ଦେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଗୃହରେ ସେ ୫ ଟି ଭାଷା ଯଥା ଇଂରାଜୀ ,ହିନ୍ଦୀ ,ଓଡ଼ିଆ ,ସଂସ୍କୃତ ଓ…