Odisha Link
Bridging the Missing Links in Odisha
Browsing Tag

PURI RATHA YATRA

ପୁରୀରେ ଗୁଳୁଗୁଳିରେ ସନ୍ତୁଳି ହେବେ…

ଓଏଲ୍‌ ବ୍ୟୁରୋ: ବଡ଼ଠାକରଙ୍କ ବଡ଼ଯାତ୍ରା ପାଇଁ ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । କଳା ସାଆନ୍ତେଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗି ରହିଛି ଭକ୍ତଙ୍କ ଗହଳି। ତେବେ ଆଜି କିଭଳି ରହିବ ପୁରୀର ପାଣିପାଗ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି…

ଜୁନ୍ ୨୦ରେ ରଥଯାତ୍ରା, ଚଳଚଞ୍ଚଳ ରଥଖଳା

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୨ ଦିନ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପୁରୀରେ ପହଞ୍ଚିଲା ରଥଯାତ୍ରା ପାଇଁ ୨୬ଟି ରଥ ଦଉଡ଼ି। ରଥଖଳାରେ ରଥନିର୍ମାଣ ସହ…

ଦୁର୍ଲଭ ଦେବସ୍ନାନ ପୂର୍ଣ୍ଣିମା:…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ଦୁର୍ଲଭ ଦେବସ୍ନାନ ପୂର୍ଣ୍ଣିମା। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ସ୍ନାନ ପୂର୍ଣ୍ଣିମା ହେଇଥାଏ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯିବ। ଏହା…

ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ଆଉ ଅଳ୍ପଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ହେବ। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ପୁରୀ ଆସିଥାନ୍ତି। ଏଥର ମଧ୍ୟ ଆସିବେ ଲକ୍ଷ ଲକ୍ଷ ଭକ୍ତ। ଲୋକଙ୍କର ଯେମିତି ବିଶେଷ ଅସୁବିଧା ନହୁଏ ତାକୁ ଦୃଷ୍ଟିରେ ରଖି ପୁରୀ ରଥଯାତ୍ରା…

ରଥଯାତ୍ରା ସମୟରେ ପୁରୀକୁ ଗଡିବ ଅଧିକ…

ପୁରୀ: ଆସନ୍ତା ଜୁଲାଇ ୪ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆରମ୍ଭ ହେବ। ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପ୍ରଶାସନ। ରଥଯାତ୍ରା ସମୟରେ ରାଜ୍ୟର କୋଣ ଅନୁକୋଣ ସମେତ ବହାର ରାଜ୍ୟରୁ ଅଧିକ ପର୍ଯ୍ୟଟକ,ଶ୍ରଦ୍ଧାଳୁ ସମାଗମ ହୋଇଥିାନ୍ତି। ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ନିମନ୍ତେ ରଥଯାତ୍ରା…