Odisha Link
Bridging the Missing Links in Odisha
Browsing Tag

quit

ସିଏସ୍‌କେକୁ ଝଟକା: ରାଇନାଙ୍କ ପରେ…

ନୂଆଦିଲ୍ଲୀ: ଆଇପିଏଲ୍ ଆରମ୍ଭ ହେବାକୁଆଉ ଅଳ୍ପ ଦିନ ଥିବା ବେଳେ ସିଏସ୍‌କେକୁ ଆଇ ଏକ ଝଟକା। ଚେନ୍ନାଇ ସୁପର କିଙ୍ଗ୍ସର ଗୋଟିଏ ପରେ ଗୋଟିଏ ଖେଳାଳି ଆଇପିଏଲର ଚଳିତ ସିଜନ୍ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ସୁରେଶ ରାଇନା ଓହରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଚେନ୍ନାଇ ସୁପର କିଙ୍ଗ୍ସର…

କଂଗ୍ରେସ ଛାଡ଼ିବେ ସିଦ୍ଧୁ !

ନୂଆଦିଲ୍ଲୀ: କଂଗ୍ରେସ ଛାଡି ପାରନ୍ତି  ପୂର୍ବତନ କ୍ରିକେଟର ତଥା ପଞ୍ଜାବର ବିଧାୟକ ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁ ଏବେ କଂଗ୍ରେସ ଛାଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି। ସିଦ୍ଧୁଙ୍କ ଦଳ…

ଆନ୍ଦୋଳନରୁ ଓହରିଲେ ନର୍ସ

ବଲାଙ୍ଗୀର: ଆନ୍ଦୋଳନରୁ ଓହରିଲେ ନର୍ସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି ନର୍ସ। ରୋଗୀଙ୍କ ସମ୍ପର୍କୀୟ…