Odisha Link
Bridging the Missing Links in Odisha
Browsing Tag

Rabi Singh

ରବି ସିଂହ ଓଡ଼ିଆ ସାହିତ୍ୟରେ ଅପରାଜେୟ…

ଭୁବନେଶ୍ୱର : ବିପ୍ଳବୀ କବି ରବି ସିଂହଙ୍କ ପରଲୋକ ଓଡ଼ିଆ ସାହିତ୍ୟିକ ପାଣି ପାଗରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି । ସେ ଥିଲେ ଓଡ଼ିଆ ସାହିତ୍ୟରେ ଅପରାଜେୟ ଅଗ୍ନିଶିଖା । ସେ ସାଲ୍‌, ତାରିଖ ଓ ମସିହାର ଊଦ୍ଧ୍ୱର୍ରେ ରହି ବିପୁଳ ପାଠକୀୟ ଆଦୃତି ମଧ୍ୟରେ ବଂଚି ରହିଥିବେ ବୋଲି ବକ୍ତାମାନେ ମତ ପ୍ରଦାନ…

ଚିନ୍ତାର ଲାଲ୍ ସେନା: କାବ୍ୟର ଲାଲ୍ ବାନା

ଅସିତ ମହାନ୍ତି କବି ରବି ସିଂ ଙ୍କ ଆତ୍ମଜୀବନୀ 'ନିଃସଙ୍ଗ ପଦାତିକ'ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା। ସେତେବେଳେ ଏହାର…

ବିଦାୟ ନିଃସଙ୍ଗ ପଦାତିକ ରବି ସିଂ

ଅସିତ ମହାନ୍ତି 'ନିଃସଙ୍ଗ ପଦାତିକ' କବି ରବି ସିଂ ଚାଲିଗଲେ। ତାଙ୍କର ଶେଷ ଜୀବନ ସୂଚାଇ ଦେଲା ଯେ ସେ ସତରେ ନିଃସଙ୍ଗ ଥିଲେ। ମୋ ବିଚାରରେ ତାଙ୍କ କବିତା ଅପେକ୍ଷା ତାଙ୍କ ଆତ୍ମଜୀବନୀରେ ସେ ଥିଲେ ଅଧିକ ପ୍ରଚଣ୍ଡ। ଅନେକଙ୍କୁ ପ୍ରତିଟି ପଦପାତରେ ଦଳି ଦଳି ସେଥିରେ ସେଇ ନିଃସଙ୍ଗ ପଦାତିକ ବାଟ…

ରବି ସିଂ: ବିପ୍ଲବର ବହ୍ନିମାନ ଶିଖା…

କଟକ: ଓଡ଼ିଆ ସାହିତ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିପ୍ଲବର ଯେଉଁ ଶାଣିତ ସ୍ବରଟି ଗହଗହ ଜଳୁଥିଲା ତାହା ଆଜି ନିର୍ବାପିତ ହୋଇଯାଇଛି। ଚିରନିଦ୍ରାରେ ଶୋଇ ଯାଇଛନ୍ତି ବିପ୍ଲବୀ କବି ରବି ସିଂ। ଆଜି ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି…

ପରଲୋକରେ ବିପ୍ଲବୀ କବି ରବି ସିଂ

କଟକ: ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା। ପରଲୋକରେ ବିପ୍ଳବୀ କବି ରବି ସିଂ। ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ସେ ଆଖି ବୁଜିଛନ୍ତି। ବାର୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ଥିଲେ। ରବି ସିଂଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି କରିଛି ଶୋକର ପରିବେଶ । ୧୯୬୧ ରେ…