Odisha Link
Bridging the Missing Links in Odisha
Browsing Tag

Rain Alert

କାଲି ଦ୍ବୈତ ନଗରୀରେ ବର୍ଷା ସମ୍ଭାବନା,…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା।ଏବେ ଏହି ତାତିରୁ ମିଳିଛି ଆଶ୍ୱସ୍ତି। ଦୁଇ ଦିନ ହେବ କାଳବୈଶାଖୀ ବର୍ଷା ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି। ଆସନ୍ତାକାଲି ପାଇଁ ଦ୍ବୈତ ନଗରୀକୁ ବର୍ଷା ଆର୍ଲଟ ଜାରି କରିଛି…

ତାତିରୁ ମିଳିଲା ଆଶ୍ୱସ୍ତି; ରାଜ୍ୟର…

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ତାତିରୁ ମିଳିଲା ଆଶ୍ବସ୍ତି। ଆଜି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି। ଯାହାଫଳରେ ସପ୍ତାହେ ଧରି ଖରା ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି। ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ…

ଦୀପାବଳୀ ପରେ ଭିଜିବ ଓଡ଼ିଶା, ବଦଳିବ…

ଓଏଲ୍‌ ବ୍ୟୁରୋ: ଦୀପାବଳୀ ପରେ ବଦଳିବ ରାଜ୍ୟର ପାଣିପାଗ। ଦକ୍ଷିଣପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୧୫ନଭେମ୍ବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୧୬ ତାରିଖ…

ଘ‌ଣ୍ଟାଏରେ ମାରିଲା ୪୨ ହଜାରରୁ ଅଧିକ…

ଓଏଲ୍‌ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ବର। ରାସ୍ତା ଉପରେ ଜମିଲା ଅଣ୍ଠୁଏ ଉଚ୍ଚର ପାଣି। ସେପଟେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କରାଇଛି ପାଣିପାଗ ବିଭାଗ। ଏସବୁ ମଧ୍ୟରେ ଘନଘନ ବିଜୁଳିରେ ଥରିଲା ରାଜଧାନୀ ଭୁବନେଶ୍ବର। ଘଣ୍ଟାଏରେ କେବଳ ଭୁବନେଶ୍ୱର ସହରରେ ମାରିଛି…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ଓଏଲ୍‌ ବ୍ୟୁରୋ: ସପ୍ତାହେ ହେଲାଣି ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ କିଛିଦିନ ହେବ ରାଜ୍ୟରେ ବର୍ଷା ଉଭାନ୍‌ ହୋଇଯାଇଛି। ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ଆଣିଦେଇଛି ଭଲ ଖବର। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ବର୍ଷା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ। ୧୯ ତାରିଖରୁ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ବର୍ଷା ହେବ। ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।…

୧୦ ଯାଏଁ ଭିଜାଇବ!

ଭୁବନେଶ୍ଵର: ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨ଦିନ ହେଲା ଶୀତ ସାଙ୍ଗକୁ ବର୍ଷା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଥିବାବେଳେ ଏଭଳି ସ୍ଥିତି ଆହୁରି ୫ ଦିନ ରହିବ। ଯେଉଁ ଜିଲାରେ ବର୍ଷା…