Odisha Link
Bridging the Missing Links in Odisha
Browsing Tag

RAJNATH SINGH

ରାଫେଲ୍‌ ଗ୍ରହଣ କଲେ ରାଜନାଥ, ବିମାନରେ…

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ନିଧନ କରି ବିଜୟ ଲାଭ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ଅପରପକ୍ଷେ ଆଜି ମଧ୍ୟ ହେଉଛି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ଭାରତ ଆଜି ଇତିହାସ ରଚିଛି। କାରଣ ଆଜିର ଏହି ପବିତ୍ର ଦିନରେ…

ନୌସେନାରେ ସାମିଲ ହେଲା ଆଇଏନ୍ଏସ…

ମୁମ୍ବାଇ: ଆଜି ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍ଏସ୍ ଖାଣ୍ଡେରି। ଏହାକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନାରେ ସାମିଲ କରିଛନ୍ତି। ଏହା ସହ ପି-୧୭ର ପ୍ରଥମ ଯୁଦ୍ଧପୋତ ଆଇଏନଏସ ନୀଳଗିରିକୁ ମଧ୍ୟ ଲଞ୍ଚ କରାଯାଇଛିି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ବାର୍ଷିକୀ। ଏହି ଅବସରରରେ ମୋଦିଙ୍କ ନିକଟକୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ଶୁଅ। ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…

ରାଫେଲ୍ ବିମାନ ଆଣିବା ପାଇଁ ଫ୍ରାନ୍ସ…

ନୂଆଦିଲ୍ଲୀ: ସେପ୍ଚେମ୍ବର ୨୦ରେ ଫ୍ରାନ୍ସ ଭାରତକୁ ଚୁକ୍ତି ଅନୁଯାୟୀ ରାଫେଲ୍ ବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ବିଏସ ଧନୋଆ ଫ୍ରାନ୍ସ ଗସ୍ତରେ ଯିବେ। ଗତକାଲି ସରକାରଙ୍କ ତରଫରୁ ଏହି ସୂଚନା ମିଳିଛି। ସେପ୍ଟେମ୍ୱର ୨୦ରେ…

ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ…

ନୂଆଦିଲ୍ଳୀ: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ପୃଥକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେବା ଫଳରେ ଗତ ୭୦ ବର୍ଷ ଧରି ଲୋକମାନେ ଭୋଗୁଥିବା ଭେଦଭାବ ଦୂର ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି।…

ଊପବାଚସ୍ପତି ନିର୍ବାଚନ ଆଜି

ଭୁବନେଶ୍ବର: ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ଏନେଇ ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଗତକାଲି ମଧ୍ୟାହ୍ନ ୧୨ ଟା ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଇଚ୍ଛୁକ ସଦସ୍ୟମାନେ ବିଧାନସଭା ସଚିବଙ୍କ…

ଏଏନ୍‌-୩୨ ବିମାନ ଦୁର୍ଘଟଣା: ୧୩…

ନୂଆଦିଲ୍ଲୀ: ଆଜି ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଯବାନମାନଙ୍କୁ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗତକାଲି ଅରୁଣାଚଳ ପ୍ରଦେଶରୁ ଭାରତୀୟ ବାୟୁସେନାର ଏହି ୧୩ ଜଣ କର୍ମଚାରୀଙ୍କର ଦେହାବଶେଷ ଉଦ୍ଧାର କରାଯାଇଥିଲା। ଶେଷକୃତ୍ୟ ପାଇଁ ଏବେ…