Odisha Link
Bridging the Missing Links in Odisha
Browsing Tag

RATH YATRA

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ…

ନୂଆଦିଲ୍ଲୀ: 'ଆମେ ଯଦି ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଉ, ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେନାହିଁ।' ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି ବେଳେ ଏ କଥା କହିଛନ୍ତି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ। ବିଚାରପତି ବୋବ୍‌ଡେଙ୍କ ନେତୃତ୍ବରେ ଏକ ତିନିଜଣିଆ ଖଣ୍ଡପୀଠ ଆଜି…

ଏଥର ହେବନାହିଁ ରଥଯାତ୍ରା: ସୁପ୍ରିମ୍‌…

ନୂଆଦିଲ୍ଲୀ: ରଥଯାତ୍ରା ପାଇଁ ରଥନିର୍ମାଣ ଓ ଅନ୍ୟାନ୍ୟ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌ କୋର୍ଟ। ରଥଯାତ୍ରାର ସମସ୍ତ ପାରମ୍ପରିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମାତ୍ର ୫ ଦିନ ଆଗରୁ ଏ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ…

ହେବ ନାହିଁ ଅଦିନିଆ ରଥଯାତ୍ରା

ପୁରୀ: ଡିସେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ହେବାକୁଥିବା ଅଦିନିଆ ରଥଯାତ୍ରା ଆଉ ହେବ ନାହିଁ। ଏହି ଦିନ ରାଧାକୃଷ୍ଣ ସତ୍‌ସଙ୍ଗ ଆୟୋଜନ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ…

ବିରୋଧ ପରେ ଅଦିନିଆ ରଥଯାତ୍ରା ଆୟୋଜନରୁ…

ଭୁବନେଶ୍ବର: ଅଦିନରେ ଆଉ ରଥଯାତ୍ରା ଆୟୋଜିତ କରିବ ନାହିଁ ଇସ୍କନ। ଇସ୍କନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏବିଷୟରେ ସୂଚନା ଦିଆଯାଇଛି। ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ…

ଆଜି ୩ ରଥର ହେବ ଦକ୍ଷିଣ ମୋଡ

ପୁରୀ : ଆଜିଠୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତିନିରଥର ଦକ୍ଷିଣ ମୋଡ ହେବ । ସେପଟେ ମହାପ୍ରଭୁ ସାଙ୍ଗରେ ଆଣିନଥିବାରୁ ଅଭିମାନରେ ରଥ ଭାଙ୍ଗିଛନ୍ତି ମା ଲକ୍ଷୀ । ଗତକାଲି ଆଡ଼ପ ମଣ୍ଡପରେ ଦର୍ଶନ ଚାଲିଥିବା ବେଳେ ମନ୍ଦିର ପୋଲିସଙ୍କୁ ସେବାୟତ ମାଡ଼ ମାରିଛନ୍ତି । ଏହାକୁ ନେଇ…

ସିଂହଦ୍ୱାର ଚକଡ଼ାକୁ ଆସିଲେ ତିନି ରଥ

ପୁରୀ : ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାବିଗ୍ରହ। ବୁଧବାର ଉଭାଯାତ୍ରା। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ…

ରଥଯାତ୍ରାରେ ଶୁଖିଲା ରହିବ ପାଗ :…

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ ପ୍ରେସର ଛତିଶଗଡ଼ ଆଡକୁ ମୁହାଁଇଛି। ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ତେଣୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ…

ପୁରୀ : ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଉଭାଯାତ୍ରା, ଆଜ୍ଞାମାଳ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ୩ ରଥକୁ ଆଜି ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଚକଡାକୁ ନିଆଯିବ । ରଥ…

ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକ ଶେଷ:…

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ଆୟୋଜିତ ହୋଇଥିଲା ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀ ପ୍ରତିପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ଓ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରମାନେ ଉପସ୍ଥିତ ଥିଲେ । ବୈଠକରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ…