Odisha Link
Bridging the Missing Links in Odisha
Browsing Tag

Salepur

ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା…

ଓଏଲ ବ୍ୟୁରୋ: ଫାଟିଲା ଗ୍ୟାସ୍‌ ଟାଙ୍କି। ଜଳଗିଲା ଅଙ୍ଗନଓ୍ବାଡି କେନ୍ଦ୍ର। ଅଳ୍ପକେ ବର୍ତ୍ତିଲେ ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ। ସାଲେପୁର ମାହାଙ୍ଗା ଲଳିତଗିରି ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ରୋଷେଇ କଲା ବେଳେ ହଠାତ ନିଆଁ ଜଳି ଉଠିଥିଲା । ସହାୟିକା…

ବ୍ୟାଙ୍କ ଓ ସାପ୍ତାହିକ ହାଟରୁ ଚୋରି ବାଇକ

ସାଲେପୁର: ବ୍ୟାଙ୍କ ଓ ସାପ୍ତାହିକ ହାଟରୁ ଚୋରି ହେବାରେ ଲାଗିଛି ବାଇକ।ସାଲେପୁର ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଏଭଳି ଏକ ଘଟଣାର ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି। ସାଲେପୁର ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ବାଇକକୁ ଚୋରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏ ନେଇ ବାଇକ ଚାଳକ ସାଲେପୁର ଥାନାରେ…

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ମଦ ଜବତ…

ସାଲେପୁର: ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ମଦ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମର ସୁକାନ୍ତ କୁମାର ବାଇଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ତିନି ପେଟି ଦେଶୀ ମଦ ଜବତ କରିଛି। ଆଗରୁ ବହୁବାର ସୁକାନ୍ତ ଗିରଫ ହେବା ନଜୀର ଅଛି। ସାଲେପୁରରେ…

ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ,…

ସାଲେପୁର: ସାଲେପୁର ଥାନା ମାଛୁଆତି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସତ୍ୟପ୍ରକାଶ ମଲ୍ଲିକ। ପୁଲିସ ଅଭିଯୁକ୍ତ ନାବାଳକ ଓ ତାର ମାଆକୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ, ଗତକାଲି ରାତିରେ ସତ୍ୟାପ୍ରକାଶ ମଲ୍ଲିକଙ୍କୁ…

ସ୍ତ୍ରୀକୁ ଗଛରେ ବାନ୍ଧି ପିଟିଲା ସ୍ବାମୀ

ସାଲେପୁର : ସାଲେପୁର ଠାରେ ଆଜି ଏକ ଅଭାବନୀଘଟଣା ଘଟିଯାଇଛି । ସ୍ବାମୀ ନିଜ ସ୍ତ୍ରୀକୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲା । ଘରୋଇ କଳିକୁୁ କେନ୍ଦ୍ର କରି ଗଛରେ ବାନ୍ଧି ସ୍ତ୍ରୀ କୁ ପିଟିଲା ସ୍ବାମୀ । ପଡ଼ୋଶୀ ମାନେ ଏହାକୁ ଦେଖି ପ୍ରତିବାଦ କରିଥିଲେ । ମହିଳାକୁ ମାଡ଼ ମାରିବା ଭିଡ଼ିଓଟି ଭାଇରାଲ ହେବା…

ସାଲେପୁର ଦୁଷ୍କର୍ମ ଓ ହତ୍ୟା ମାମଲା:…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସାଲେପୁର ନାବାଲିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିୟୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗତ ବର୍ଷ ଏପ୍ରିଲ ୨୧ ତାରିଖରେ କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଏହି…

କେନ୍ଦ୍ରାପଡା କେନାଲର ଭାସିଗଲେ ଦୁଇଛାତ୍ର

ସାଲେପୁର : କେନ୍ଦ୍ରାପଡା କେନାଲର ଗାଧୋଉ ଥିବା ବେଳେ ଦୁଇଜଣ ଛାତ୍ର କେନାଲର ପାଣି ଭାସି ଯାଇଥିଲେ। ଛାତ୍ର ଦୁଇ ଜଣଙ୍କ ମଧ୍ୟରୁ ନିଖୋଜ ହୋଇଯାଇଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଛାତ୍ରଙ୍କ ନାଁ ରାହୁଲ ଜୈନ। ଉଦ୍ଧାର ହୋଇଥିବା ଛାତ୍ର ହେଲେ ସଞ୍ଜୟ ଜେନା। ନିଖୋଜ ଛାତ୍ର କଟକ ଜିଲ୍ଲା ଚୌଦ୍ବାର…

କଂଗ୍ରେସ ଛାଡ଼ିଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଦଳର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦ ବର୍ଷ ଧରି କଂଗ୍ରେସ ଦଳର ସଦସ୍ୟ ଥିବା ପ୍ରକାଶ ଦଳର ନେତୃତ୍ବ ଦ୍ବାରା ଅବହେଳାର ଶିକାର ହେବା ପରେ ଏଭଳି…