Odisha Link
Bridging the Missing Links in Odisha
Browsing Tag

Samir Dash

ଜାନୁଆରୀରୁ ଖୋଲିବ ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: କରୋନା ମହାମାରି କାରଣ ଅନେକ ମାସ ଥରି ସ୍କୁଲ ବନ୍ଦ କରାଯାଇଥିଲା। କିନ୍ତୁ ଖୁବ ଶୀଘ୍ର ସ୍କୁଲ ଖୋଲା ଯାବାର ସୂଚନା ମିଳିଛି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି, ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ସମ୍ଭାବନା ରହିଛି । ମନ୍ତ୍ରୀ ସମୀର ଦାଶ…

ସ୍କୁଲ ଖୋଲିବା ନେଇ କଣ କହିଲେ ଶିକ୍ଷା…

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରରେ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ…

୯୦ ସ୍କୁଲରେ କଳାପଟା ନାହିଁ: ଗଣଶିକ୍ଷା…

ଭୁବନେଶ୍ୱର: ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ବି ରାଜ୍ୟର ଅଧିକାଂଶ ସ୍କୁଲର ଭିତ୍ତି ଭୂମିର ଅଭାବ ରହିଛି। ସବୁଠୁ ବଡ଼ କଥା ହେଲା ଯେ, ରାଜ୍ୟରେ ୯୦ଟି ସ୍କୁଲରେ କଳାପଟା ବି ନାହିଁ। ଏକଥା ଆମେ କହୁନାହୁଁ। ଖୋଦ…

ପାଠ ନପଢ଼ାଇଲେ ପାଉଣା ବନ୍ଦ: ଗଣଶିକ୍ଷା…

ଭୁବନେଶ୍ବର: ଗୋଟେ ପଟେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ଗସ୍ତ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ମନ୍ତ୍ରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। ବାରଙ୍ଗ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ…

ସିସିଟିଭି ଭାଙ୍ଗିଲେ ଅଧୀକ୍ଷକ ଦାୟୀ :…

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଅଧିକାଂଶ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ତେବେ ଏବେ ଅଧିକାଂଶ ସ୍ଥାନରେ ତାକୁ ଭାଙ୍ଗି ଦିଆଯାଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ତେବେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ…

ବୋର୍ଡକୁ ବଦନାମ୍‌ ପରିବା ପାଇଁ ଉଦ୍ୟମ…

ଭୁବନେଶ୍ବର: ବାରିପଦା ଓ ଆସିକାରେ ମାଟ୍ରିକ୍‌ ଆଡମିଟ୍‌ କାର୍ଡ ଭାଇରାଲ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏନେଇ ଶ୍ରୀ ଦାଶ କହିଛନ୍ତି ଯେ, ଭାଇରାଲ୍‌ ଆଡମିଟ୍‌ କାର୍ଡ ଫେକ୍। ବୋର୍ଡକୁ ବଦନାମ୍‌ କରିବା ପାଇଁ ଭାଇରାଲ କରାଯାଇଛି। ସେ ଏ ବାବଦରେ ବୋର୍ଡ ସଭାପତିଙ୍କ ସହିତ କଥା…

ଏ ବର୍ଷ ଲାଗୁ ହେବନି +୨ କଟକଣା

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ନେଇ ନିଜ ନିଷ୍ପତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଚଳିତବର୍ଷ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେବେନି ଛାତ୍ରଛାତ୍ରୀ। ଆସନ୍ତାବର୍ଷ ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ। ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ…

ପାଠ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

ଦାରିଙ୍ଗବାଡି : ମୁଖ୍ୟମନ୍ତ୍ରୀଙ୍କ ୫ଟି କୁ ଗୁରୁତ୍ବ ଦେବା ସହ ବର୍ତ୍ତମାନ ମନ୍ତ୍ରୀମାନେ ବେଶ୍ ସକ୍ରିୟ ହୋଇଯାଇଛନ୍ତି ଏବଂ ତୃଣମୂଳ ସ୍ତରକୁ ଯାଇ ସ୍ଥିତିର ସମୀକ୍ଷା କରୁଛନ୍ତି। ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା…

ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ…

ଭୁବନେଶ୍ୱର: ଏଥର ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ:…

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ୨୦୨୦ ମାର୍ଚ୍ଚ ମାସରୁ ପାଠପଢା ଆରମ୍ଭ ହେବ। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବ। ଆଦର୍ଶ ବିଦ୍ୟାଳୟ ଗଭର୍ଣ୍ଣିଂ ବଢି…