Odisha Link
Bridging the Missing Links in Odisha
Browsing Tag

Santosh Singh Saluja

‘ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିଜେ…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତାଙ୍କ ମନ୍ତବ୍ୟ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କାଉଣ୍ଟର କରିଥିଲେ। ବରିଷ୍ଠ…

‘ନବ ଦାସଙ୍କ ପ୍ରକୃତ ହତ୍ୟାକାରୀକୁ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ହତ୍ୟାକାରୀ ପୁଲିସ କର୍ମଚାରୀ ଗୋପାଳକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ତେବେ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିସ୍ଫୋରୋକ ବୟାନ…

ସିନେମା ହଲ୍‌ରେ ଗଣ୍ଡଗୋଳ କରି ବନ୍ଧା…

ଓଏଲ୍‌ ବ୍ୟୁରୋ : ସିନେମା ହଲ୍‌ରେ ଗଣ୍ଡଗୋଳ କରି ବନ୍ଧା ହେଲେ ଯୁବକ। ଗଣ୍ଡଗୋଳ କରି ବନ୍ଧା ହୋଇଥିବା ଯୁବକ ଜଣକ ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜା। ଖବର ଅନୁସାରେ, ବଲାଙ୍ଗୀର କଂଟାବାଞ୍ଜିର ଏଲ ସିନେମା ହଲ ଭିତରେ ଗଣ୍ଡଗୋଳ କରିଥିଲେ ବିଧାୟକଙ୍କ…

ତଥ୍ୟ ଲୁଚାଉଛନ୍ତି ସରକାର: ସାଲୁଜା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନା ନେଇ ଘେରିଲା କଂଗ୍ରେସ। ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଛନ୍ତି ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ପ୍ରଶ୍ନ ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହୁଛନ୍ତି ସରକାର। ପ୍ରତ୍ୟହ ୧୦ ହଜାର ଆକ୍ରାନ୍ତ ହେଉଛନ୍ତି। ସରକାର କହୁଛନ୍ତି ୩ରୁ ୪ ହଜାର।…

ଅନନ୍ତଙ୍କ ନାଁରେ ମାମଲା ହେଉ: ସାଲୁଜା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନାମରେ ମାମଲା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଓ ଡିଏସପି ଯାଇ ଭୟଭୀତ କରିଛନ୍ତି। ଭୟମୀତ ହୋଇ ସେ ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା। ରାତି ଅଧରେ ଭୟଭୀତ…

କୃଷି କର୍ମଣ ପୁରସ୍କାର ତୁଛା ବାହାଦୁରୀ:…

ଭୁବନେଶ୍ବର: ଗତକାଲି ଓଡ଼ିଶାକୁ ମିଳିଥିଲା କୃଷି କର୍ମଣ ପୁରସ୍କାର। ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୃଷି କର୍ମଣ ପୁରସ୍କାର ଗ୍ରହଣ କରିଥିଲେ। ଏହାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା…

ଫାଇନ ପଇସା ଫେରାଅ

ଭୁବନେଶ୍ବର: ଫାଇନ୍‌ ପଇସା ଫେରେିବାକୁ କହିଲେ ବିଜେପି ଓ କଂଗ୍ରେସ ନେତା। ସେପ୍ଟମ୍ବର ପହିଲାରୁ ସେପ୍ଟମ୍ବର ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହୋଇଥିଲା। ଯାହାରି ଫଳରେ ମୋଟା ଅଙ୍କର ତଣ୍ଡ ଗଣିଥିଲେ ଆଇନ୍‌ ଉଲ୍ଲଘଂନକାରୀ। ହେଲେ ଗତକାଲି ପୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଇନକୁ…