Odisha Link
Bridging the Missing Links in Odisha
Browsing Tag

Sarapancha

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପ୍ରାୟ ବର୍ଷକ ତଳେ ରାଜ୍ୟରେ ହୋଇଥିଲା ପଞ୍ଚାୟତ ନିର୍ବାଚନ। ଏଭଳିକି ନବନିର୍ବାଚିତ ସରପଞ୍ଚ ମାନେ ଏକ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ମଧ୍ୟ। ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରାୟ ବର୍ଷକ ପରେ ଜଣେ ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି। କାରଣ ସେ ସତ୍ୟପାଠରେ ଉଲ୍ଲେଖ କରିଥିଲେ…

ଦିବ୍ୟାଙ୍ଗ ହିତାଧିକାରୀଙ୍କ ଘରେ ଡ୍ରୋନ୍…

ଓଏଲ୍‌ ବ୍ୟୁରୋ: ଉପାନ୍ତ ନୂଆପଡ଼ା ଜିଲ୍ଲାରେ ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରି ଏବେ ଚର୍ଚ୍ଚାରେ ଭାଲେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ଦେବୀ ଅଗ୍ରଓ୍ବାଲ। ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ପହଞ୍ଚିଛି।…

ରାଜ୍ୟରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କୁ…

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ଜଣାପଡ଼ିଛି। ଆଜି ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ ଆକ୍ରାନ୍ତ…

ସରପଞ୍ଚ ବି କରୋନା ଯୋଦ୍ଧା, ମୃତ୍ୟୁ ହେଲେ…

ଭୁବନେଶ୍ବର: ଏଣିକି ସରପଞ୍ଚ (ବର୍ତ୍ତମାନ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ) ମଧ୍ୟ କରୋନା ଯୋଦ୍ଧା। ଏ ନେଇ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏନେଇ ଆଜି ସନ୍ଧ୍ୟାରେ ଟୁଇଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ତୃଣମୂଳସ୍ତରରେ…