Odisha Link
Bridging the Missing Links in Odisha
Browsing Tag

Science

ନୟାଗଡ଼: ଯୁକ୍ତ ୨ ଟପ୍ପର ହେଲେ ଉମେଶ,…

ନୟାଗଡ଼: ଆଜି ପ୍ରକାଶ ପାଇଛି ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଚଳିତବର୍ଷ ନୟାଗଡ଼ ଜିଲ୍ଲା ପାସ୍‌ ହାରରେ ସାରା ରାଜ୍ୟରେ ଆଗୁଆ। ନୟାଗଡ଼ ଜିଲ୍ଲାର ପାସ୍‌ ହାର ଚଳିତବର୍ଷ ୮୬.୫୧ ପ୍ରତିଶତ ରହିଛି। ନୟାଗଡ଼ ଜିଲ୍ଲାର ଉମେଶ ଦାସ ୫୪୬ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ୫୪୧ ମାର୍କ ରଖି…

ବାହାରିଲା ଯୁକ୍ତ ୨ ବିଜ୍ଞାନ ଫଳାଫଳ:…

ଭୁବନେଶ୍ବର : ପ୍ରକାଶ ପାଇଲା ବହୁ ପ୍ରତିକ୍ଷୀତ ଯୁକ୍ତ ୨ବିଜ୍ଞାନ ଫଳାଫଳ। ଚଳିତ ବର୍ଷ ରାଜ୍ୟରେ ମୋଟ ପାସ ହାର ରହିଛି ୭୦.୭୧%। ରାଜ୍ୟରେ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପାସ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ପାସ…

ଆଜି ଯୁକ୍ତ ୨ ବିଜ୍ଞାନ ଫଳ: କେମିତି…

ଭୁବନେଶ‌୍ବର: ଆଜି ମଧ୍ୟାହ୍ନରେ ବାହାରିବ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ଅପରାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ। ମହାମାରୀ କରୋନା ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା। ଆଜି ପରିଷଦ ପରିସରରେ ବିଦ୍ୟାଳୟ ଓ…