Odisha Link
Bridging the Missing Links in Odisha
Browsing Tag

Shop

ସୁପର ମାର୍କେଟ ଖୋଲୁ ଖୋଲୁ ସିଲ୍‌ କଲା…

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଜାନୁଆରୀ ଗାଇଡଲାଇନକୁ କଡା କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରକାର ଜାରି କରିଛନ୍ତି କୋଭିଡ ଗାଇଡଲାଇନ୍। ହେଲେ ଏସବୁ ମଧ୍ୟରେ ନିଳାଦ୍ରୀ ବିହାର ସ୍ଥିତ ମୋର୍‌ ସୁପର ମାର୍କେଟକୁ…

ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବାକୁ…

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର…

ଭୁବନେଶ୍ବରରେ ଖୋଲିବ ଦୋକାନ, କଣ ବନ୍ଦ ଓ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି। କୋଭିଡ୍-୧୯ ବା ଲକ୍‌ଡାଉନ୍ କଟକଣା ଅନୁଯାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ଏପରିକି କେତେଟାରୁ କେତେବେଳ ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ସେନେଇ ପୂରା ବିଜ୍ଞପ୍ତି ଜାରି କରିଛି ବିଏମସି। ତେବେ…

ରାଜ୍ୟ ସରକାର ନିଷ୍ପତ୍ତି ନ ନେବା…

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ବାସାଞ୍ଚଳ ମଧ୍ୟରେ ଥିବା ଦେକାନ ଓ ଅନ୍ୟ ଏକକ ଦୋକାନଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।…