Odisha Link
Bridging the Missing Links in Odisha
Browsing Tag

SOUTH AFRICA

ଦକ୍ଷିଣ ଆଫ୍ରିକାରେ ଫେଲ୍‌ ମାରିଲା ବିରାଟ…

କେପ୍‌ ଟାଉନ୍: ବିଦେଶ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଫେଲି ମାରିଲା ବିରାଟ ବାହିନୀ। ଟିମ୍‌ ଇଣ୍ଡିଆକୁ ୨-୧ରେ ମାତ୍‌ ଦେଇ ଟେଷ୍ଟ ସିରିଜ ହାତେଇଇଲା ଘରୋଇ ଦକ୍ଷିଣ ଆଫ୍ରିକା ଦଳ। ଉଭୟ ଦଳ ପାଇଁ କର ବା ମର ମ୍ୟାଚର ୪ର୍ଥ ଦିନରେ ହିଁ ଭାରତକୁ ମାତ୍‌ ଦେଲା…

ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ଡିକକ୍‌

ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟରେ ଟିମ୍‌ ଇଣ୍ଡିଆ ନିକଟରୁ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକାର ଦଳର ଷ୍ଟାର ଖେଳାଳି ନେଲେ ବଡ଼ ନିଷ୍ପତ୍ତି। ଦକ୍ଷିଣଆଫ୍ରିକା ଦଳର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ କ୍ବିଣ୍ଟନ୍‌ ଡିକକ୍‌ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି। ବକ୍ସିଂ ଡେ ଟେଷ୍ଟ ସରିବାର କିଛି ସମୟ ପରେ…

ଦକ୍ଷିଣ ଆଫ୍ରିକାରୁ ଆସିଛି କରୋନାର ନୂଆ…

ଲଣ୍ଡନ: ବ୍ରିଟେନରେ ନୂଆ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚାରିଆଡ଼େ ପୁଣି କରୋନା ଭୟ ଖେଳିଯାଇଛି। ସମୟ ସହ ରୂପ ବଦଳାଇ ଲୋକଙ୍କୁ ସଂକ୍ରମଣ କରିବାରେ ଲାଗିଛି କରୋନା। ବ୍ରିଟେନ୍‌ରେ କରୋନାର ନୂଆ ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଏକ ଷ୍ଟ୍ରେନ୍‌ ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ…

ଦକ୍ଷିଣ ଆଫ୍ରିକା ବୋଲର ଛାଡ଼ିଲେ ନିଜ ଦେଶ,…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀ ଆଉ ଅଫ ସ୍ପିନର ଡେନ୍‌ ପିଟ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଦଳରେ ଦେଖିବାକୁ ପାଇବେନି। କାରଣ ସେ ଆଉ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିକେଟ ଖେଳିବେ ନାହିଁ। ଆମେରିକାକୁ ବିଶ୍ୱକପ କ୍ରିକେଟ ଖେଳାଇବା ଦିଗରେ ସେ ସମସ୍ତ ପ୍ରକାରର ଉଦ୍ୟମ କରିବେ ଓ ଏଥିପାଇଁ ସେ ଦକ୍ଷିଣ ଆଫ୍ରିକା…

ଦକ୍ଷିଣ ଆଫ୍ରିକା ଅଧିନାୟକ ପଦ ଛାଡ଼ିଲେ…

କେପ୍ ଟାଉନ୍‌: ଦକ୍ଷିଣ ଆଫ୍ରିକା ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁପ୍ଲେସିସ୍‌ ଆଜି ଟେଷ୍ଟ ଓ ଟି-୨୦ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡୁପ୍ଲେସିସଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ୧-୨ରେ ସିରିଜ୍ ହାରିଯାଇଥିଲା।…

ଆଜିଠୁ ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍…

କେପ୍ ଟାଉନ୍‌: ଆଜିଠୁ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ ଦଶ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍…

ଜୋଜିବିନୀ ଟୁଞ୍ଜୀ ହେଲେ ବ୍ରହ୍ମାଣ୍ଡ…

ଅଟଲାଣ୍ଟା: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ। ଜୋଜିବିନୀ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟୀ ହେବା ପରେ ଜୋଜିବିନୀ ଏବଂ ସାରା ଦକ୍ଷିଣ ଆଫ୍ରିକାବାସୀ ବହୁତ ଖୁସି ଅଛନ୍ତି। ଆମେରିକାର ଅଟଲାଣ୍ଟାରେ ରବିବାର ମିସ୍ ୟୁନିଭର୍ସ-୨୦୧୯ର…

ଚମକିଲେ ରୋହିତ, ଖରାପ ଆଲୋକ ଯୋଗୁଁ…

ବିଶାଖାପଟନମ୍‌: ସୀମିତ ଓଭର ମ୍ୟାଚ ପରେ ଟେଷ୍ଟ ଫର୍ମାଟରେ ଚମକିଲେ ରୋହିତ ଶର୍ମା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମଥର ପାଇଁ ଓପନିଂ କରୁଥିବା ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦିନର ଚା ବିରତି ସୁଦ୍ଧା ଟିମ୍‌ ଇଣ୍ଡିଆ ବିନା କୌଣସି କ୍ଷତିରେ୨୦୨ରନ୍‌ କରିଛି। ରୋହିତ…

ଧର୍ମଶାଳାରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା…

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବଂ ଟେଷ୍ଟ ସିରିଜ୍‌ ପାଇଁ ଭାରତରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ। ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଧର୍ମଶାଳାରେ ପହଞ୍ଚିଛି। ୱିକେଟକିପର ବ୍ୟାଟ୍ସମ୍ୟାନ୍…

କ୍ରିକେଟ ମହାକୁମ୍ଭ ୨୦୧୯: ସେମିଫାଇନାଲ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ର ୩୦ ତମ ମ୍ୟାଚ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲାରେ ସାଉଥ ଆଫ୍ରିକାକୁ ହରାଇ ପାକିସ୍ତାନ ବିଜୟୀ ହୋଇଛି। ବର୍ତ୍ତମାନ କ୍ରିକେଟ ମହାକୁମ୍ଭର ଦ୍ବାଦଶ ସଂସ୍କରଣର ପ୍ରାୟ ଅଧାରୁ ଅଧିକ ଲିଗ୍‌ ମ୍ୟାଚ ଶେଷ ହୋଇ ସାରିଲାଣି। ତେବେ…