Odisha Link
Bridging the Missing Links in Odisha
Browsing Tag

SRC Pradip jena

ଶନି ଓ ରବିବାର ଘଣ୍ଟାଏ କୋହଳ

ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳେ ସଟଡାଉନ୍ କରାଯାଇଥିଲା। ହେଲେ ଆଜି ଏହି ନିୟମରେ କିଛି ମାତ୍ରରେ କୋହଳ କରାଯାଇଛି। ଏନେଇ ସୂଚାନା ଦେଇଛନ୍ତି ଏସଆରସି ପ୍ରଦିପ ଜେନା। ଏସଆରସି ଜେନାଙ୍କ…

ଅବପାତଜନିତ ବର୍ଷା: ରାଜ୍ୟର ସବୁ…

ଭୁବନେଶ୍ବର: ତୀବ୍ର ଅବପାତଜନିତ ବର୍ଷାକୁ ନେଇ ରାଜ୍ୟ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ…

ବନ୍ୟା ପାଇଁ ସତର୍କ ସୂଚନା ଦେଲେ ଏସଆରସି

ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ଅର୍ଥାତ୍ ତିନିଧରି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଏସ୍‌ଆରସି ଚିଠି…

ଆଗାମୀ ୭ଦିନ ଯାଏଁ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର: ଅବପାତ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ରାରି ରହିଛି। ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ। ଏଥିସହ ଆଗାମୀ ୭ ଦିନ ଯାଏଁ ବଡ଼ ବର୍ଷାର ଏବଂ ବଡ ବନ୍ୟାର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଦକ୍ଷିଣ ଉପକୂଳ ଓଡ଼ିଶାରେ ୫ଟି ଜିଲ୍ଲାରେ ବର୍ଷା…

ବର୍ଷା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ। ୧୯ ତାରିଖରୁ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ବର୍ଷା ହେବ। ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।…

କରୋନା କଟକଣା କମିଛି, ସଂକ୍ରମଣ ନୁହେଁ:…

ଭୁବନେଶ୍ୱର : କୋଭିଡ୍‌ ମୁକାବିଲା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ୍‌ ମିଟ୍। ପ୍ରେସ୍‌ ମିଟ୍‌ରେ ଏସ୍ଆର୍‌ସି ସୂଚନା ଦେଇ କହିଛନ୍ତି ଯେ, ଅନ୍‌ଲକ୍-୪ ରେ କଟକଣା କୋହଳ ହେବା ପରେ ଲୋକମାନେ କୋଭିଡ ନିୟମକୁ ଠିକଭାବେ ପାଳନ କରୁନାହାନ୍ତି। ମାସ୍କ ପିନ୍ଧୁନାହାନ୍ତି, ସାମାଜିକ…

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଉପ…

ଭୁବନେଶ୍ବର: ଉପରେମୁ‌ଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି। ବନ୍ୟାଜନିତ ମୃତ୍ୟୁ ପାଇଁ ମିଳିବ ଉପଯୁକ୍ତ କ୍ଷତିପୂରଣ।ପୋଲିସ ତଦନ୍ତରେ ଏସଆରସିଙ୍କୁ ରିପୋର୍ଟ ପ୍ରଦାନ ପରେ ନିଆଯିବ ଉପଯୁକ୍ତ ପଦକ୍ଷେପ। ଏପରକି ମୃତ୍ୟୁକଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ।…

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ୍‌…

ଭୁବନେଶ୍ବର: ବନ୍ୟା ଖବର ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ପଶୁଛି। ହୀରାକୁଦ ୩୨ ଗେଟ୍‌ ଖୋଲା ଯାଇଛି। ମୋଟ ୩୬ ଗେଟ୍‌…

ମଧ୍ୟମ ଧରଣର ବନ୍ୟା ଆଶଙ୍କା : ଏସଆରସି

ଭୁବନେଶ୍ବର: ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏସଆରସିଙ୍କ କହିବା ଅନୁସାରେ ବାଲେ‌ଶ୍ବର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିବାରେ ଲାଗିଛି।…

ବନ୍ୟା ସମ୍ପର୍କରେ କଣ କହିଲେ ଏସଆରସି…

ଭୁବନେଶ୍ବର: ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। କାଲି ସକାଳ ସୁଦ୍ଧା ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହୋଇ ପାରେ। ଏନେଇ ଲଗାଣ  ବର୍ଷାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନାଙ୍କ ସୂଚନା ଅନୁସାରେ କେନ୍ଦୁଝରରେ ବୈତରଣୀ ନଦୀର…