Odisha Link
Bridging the Missing Links in Odisha
Browsing Tag

SRC

ବନ୍ୟାରେ ୨୦ଜିଲ୍ଲା ପ୍ରଭାବିତ: ଏସଆରସି

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା। ଏନେଇ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଥିଲା। ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ସେହି ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି…

ବର୍ଷା ବିତ୍ପାତରେ ୫ ମୃତ

ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା। ମୃତକଙ୍କ ମଧ୍ୟରେ…

ଲକ୍‌ଡାଉନ୍‌: ଏପ୍ରିଲ ୧୫ରୁ ଦ୍ୱିତୀୟ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହି ୨୧ ଦିନିଆ ଲକ୍‌ଡାଉନ୍‌ର ଅବଧି ଆସନ୍ତାକାଲିି ସରିବାକୁୁ ଯାଉଛି। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବେ ନା ନାହିଁ, ସେ ନେଇ ଏଯାବତ୍ କିଛି ନିଷ୍ପତ୍ତି ନେଇ ନାହାନ୍ତି। ହେଲେ…

ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ଚିଠି…

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି। ୩୦ରୁ ୪୦ କି.ମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଘଡ ସମ୍ଭାବନା ଥିବାରୁ ସ୍ଥତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା। ୧୦ ତାରିଖ ଯାଏଁ ସ୍ବଳ୍ପ ବର୍ଷା ସାଙ୍ଗକୁ…

ବୁଲବୁଲ ସମୀକ୍ଷା: କେନ୍ଦ୍ରକୁ କ୍ଷୟକ୍ଷତି…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ହୋଇଛି ‘ବୁଲବୁଲ’ସମୀକ୍ଷା। ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠିଙ୍କ ସହ ବାତ୍ୟା ବୁଲବୁଲ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସାରିବା ପରେ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ନେଇ…

୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ…

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ ଏବେଠୁ ବାତ୍ୟାକୁ ନେଇ ଅଯଥା ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହା ଓଡ଼ିଶା ଉପକୂଳ ନ ଛୁଇଁପାରେ ବୋଲି ସେ କହିଛନ୍ତି। ଆଗାମୀ ୮ ତାରିଖରୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଣୁ ଆମେ ରାଜ୍ୟ…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବଦଳି ହୋଇପାରନ୍ତି। ଏହି ପଦରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବଦଳି ହୋଇପାରେ। ୨୦୧୯ ସାଧାରଣ ନିର୍ବାଚନ ପରେ ସିଇଓ ପଦରୁ ଅବ୍ୟାହତି ନେବା ପାଇଁ ଶ୍ରୀ କୁମାର ନିର୍ବାଚନ କମିସନ ଓ ରାଜ୍ୟ…