Odisha Link
Bridging the Missing Links in Odisha
Browsing Tag

Student Died

ସ୍କୁଲ ଛାତ ପଡି ଛାତ୍ର ମୃତ୍ୟୁ

ବଲାଙ୍ଗିର: ସ୍କୁଲ ଛାତ ପଡି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ହେଲେ ପିପି ଏକାଡେମି ସ୍କୁଲର ଅସିତ ଖରସେଲ। ଦଶମ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ସାଣ୍ଢଙ୍କୁ ଗୁରୁତର ଅବସ୍ଥାରେ ବଲାଂଗୀର ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ମାଲପଡାର ବୋଲି…

ଟ୍ରାକ୍ଟର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ…

ଖଲ୍ଲିକୋଟ :  ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଝରପୋଖରୀ ରାସ୍ତାରେ ଘଟିଛି ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀ ମୃତ । ମୃତ ଛାତ୍ରୀ ହେଉଛନ୍ତି ଶୁଭଶ୍ରୀ ଦାସ । ସେ ଆଇଟିଆଇକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଶବ ଜବତ କରିଛି ।…

ସେବାଶ୍ରମରେ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଡ଼ପଳାଶୁଣୀ ର ଇରିଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ବେସରକାରୀ ସେବାଶ୍ରମରେ ଜଣେ ସାତ ବର୍ଷ ବୟସ ଶିଶୁର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର ସୋମନାଥ ନାୟକ । ଆଜି ସକାଳେ ସୋମନାଥ…